ETV Bharat / state

ଶାନ୍ତି ଶୃଙ୍ଖଳାରେ ସରିଲା ଦ୍ବିତୀୟ ଦିନ ମାଟ୍ରିକ ପରୀକ୍ଷା - ମାଟ୍ରିକ ପରୀକ୍ଷା 2020

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନ ତଥା ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା।

matric exam 2020, matric exam, cuttack latest news, କଟକ ଲାଟେଷ୍ଟ ନ୍ୟୁଜ୍‌, ମାଟ୍ରିକ ପରୀକ୍ଷା 2020, ମାଟ୍ରିକ ପରୀକ୍ଷା
ଶାନ୍ତି ଶୃଙ୍ଖଳାରେ ସରିଲା ଦ୍ବିତୀୟ ଦିନ ମାଟ୍ରିକ ପରୀକ୍ଷା
author img

By

Published : Feb 23, 2020, 4:49 AM IST

କଟକ: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନ ତଥା ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା। ସକାଳ 10ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ 12ଟା 30ରେ ଶେଷ ହୋଇଥିଲା ପରୀକ୍ଷା। ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନ ପରୀକ୍ଷା ଭଲ ହୋଇଥିବା ପରୀକ୍ଷାର୍ଥୀମାନେ ମତ ଦେଇଛନ୍ତି ।

ଶାନ୍ତି ଶୃଙ୍ଖଳାରେ ସରିଲା ଦ୍ବିତୀୟ ଦିନ ମାଟ୍ରିକ ପରୀକ୍ଷା

ସେହିପରି ଅବଜେକ୍ଟିଭ ଅପେକ୍ଷା ସବଜେକ୍ଟିଭ ପରୀକ୍ଷା ଭଲ ହୋଇଥିବା ପରୀକ୍ଷାର୍ଥୀ କହିଛନ୍ତି। ତେବେ ଗତ ପରୀକ୍ଷାରେ ହୋଇଥିବା ଭାଇରାଲର କୌଣସି ପ୍ରଭାବ ପଡିନଥିବା ପରୀକ୍ଷାର୍ଥୀ କହିଛନ୍ତି। ଅନ୍ୟପଟେ ଶନିବାର ପରୀକ୍ଷାରେ କୌଣସି ଅଭିଯୋଗ ଆସିନଥିବା ବୋର୍ଡ ସ୍ପଷ୍ଟ କରିଛି।

ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.