ETV Bharat / state

ମାହାଙ୍ଗା ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ବିଭୁ ପ୍ରସାଦ ଗିରଫ

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ପ୍ରସାଦକୁ ଗିରଫ କରିଛି ମାହାଙ୍ଗା ଥାନା ପୋଲିସ । ତା ଘର ମାହାଙ୍ଗା ଅଞ୍ଚଳର ମୁଲବସନ୍ତ ଗାଁରେ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Jun 24, 2019, 10:30 PM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ପ୍ରସାଦ ସିଂକୁ ଗିରଫ କରିଛି ମାହାଙ୍ଗା ପୋଲିସ । ତା ଘର ମାହାଙ୍ଗା ଅଞ୍ଚଳର ମୁଲବସନ୍ତ ଗାଁରେ ହୋଇଥିବା ଜଣାପଡିଛି । ଗତ ଏପ୍ରିଲରେ ମାହାଙ୍ଗା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାକୁ ଭିତ୍ତି କରି ମାହାଙ୍ଗା ଥାନା ପୋଲିସ ବିଭୁ ସିଂହକୁ ଗିରଫ କରିଛି । ମାହାଙ୍ଗା ଥାନା ଅଞ୍ଚଳର କୋଟପଡାରୁ ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଡକାୟତି ମାମଲାରେ ପୂର୍ବରୁ 3ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଆସାମୀ ବିଭୁ ଫେରାର୍ ହୋଇଯାଇଥିଲା । ଏଥିସହ ବିଭୁ ପାଖରୁ ଏକ ଖଣ୍ଡା, ତିନୋଟି ଛୁରୀ , ଏକ ପିସ୍ତଲ ସହ 2 ଟି ଗୁଳି ଜବତ ହୋଇଛି । ଡକାୟତିରେ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି ।

ତେବେ ଏହି ଅପରାଧି ମାନେ ମାହାଙ୍ଗା ଥାନା ଓ ଆଖପାଖ ଥାନା ଅଞ୍ଚଳ ମାନଙ୍କରେ ଡକାୟତି, ରାହାଜାନୀ ଓ ଲୁଟ ଘଟଣାରେ ସମ୍ପୃକ୍ତି ଥିବାର ସୂଚନା ଦେଇଛନ୍ତି ମାହାଙ୍ଗା ଥାନା ଆଇଆଇସି ରଞ୍ଜନ ପ୍ରଧାନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଂଙ୍କର -କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ ଦ୍ବାରା ଏକ ଦୁର୍ଦାନ୍ତ ଅପରାଧୀ ଗିରଫ l ଦୁର୍ଦାନ୍ତ ଅପରାଧୀ ଜଣକ ହେଲେ ବିଭୁ ପ୍ରସାଦ ସିଂହ।ତାଙ୍କ ଘର ମାହାଙ୍ଗା ଅଞ୍ଚଳର ମୁଲବସନ୍ତ ଗ୍ରାମରେ। ଗତ ଏପ୍ରିଲ ମାସରେ ମାହାଙ୍ଗା ଅଂଚଳରେ ହୋଇଥିବା ଏକ ଡକାୟତ ଘଟଣା କୁ ଭିତି କରି ମାହାଙ୍ଗା ଥାନା ପୋଲିସ ବିଭୁ ସିଂହ କୁ ଗିରଫ କରିଛି। ମାହାଙ୍ଗା ଥାନା ଅଂଚଳର କୋଟପଡା ରୁ ଗିରଫ କରିଛି ପୋଲିସ। ଡକାୟତି ମାମଲାରେ ପୂର୍ବରୁ 3ଜଣକୁ ଗିରଫ କରାଯାଇଥିଲାବେଳେ ମୁଖ୍ୟ ଆସାମୀ ବିଭୁ ଫେରାର୍ ହୋଇଯାଇଥିଲା।ଏଥିସହ ତାଙ୍କ ପାଖରୁ ଏକ ଖଣ୍ଡା, ତିନୋଟି ଛୁରୀ , ଏକ ପିସ୍ତଲ ସହ 2 ଟି ଗୁଳି ଜବତ କରିଛି। ଡକାୟତି ରେ ଵ୍ୟଵହାର କରାଯାଇଥିବା କାର ଟି କୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହି ଅପରାଧି ମାନେ ମାହାଙ୍ଗା ଥାନା ଓ ଆଖ ପାଖ ଥାନା ଅଂଚଳ ମାନଙ୍କରେ ଡକାୟତି, ରାହଜନୀ ଓ ଲୂଟ ଘଟଣାରେ ସମ୍ପୃକ୍ତି ଥିବାର ସୂଚନା ଦେଇଛନ୍ତି ମାହାଙ୍ଗା ଥାନା ଆଇଆଇସି ରଂଜନ ପ୍ରଧାନ l

ବାଇଟି-ରଂଜନ କୁମାର ପ୍ରଧାନ(ମାହାଙ୍ଗା ଥାନା ଆଇଆଇସି)Body:No needConclusion:No need

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.