ETV Bharat / state

ମାହାଙ୍ଗା ଲଭ-ସେକ୍ସ-ଧୋକା ମାମଲାରେ ପ୍ରେମିକ ଗିରଫ - ମାହାଙ୍ଗା ଲଭ-ସେକ୍ସ-ଧୋକା ମାମଲାରେ ପ୍ରେମିକ ଗିରଫ

ପ୍ରଥମେ ଲଭ, ସେକ୍ସ ଓ ପରେ ଧୋକା ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଛି ପ୍ରେମିକ । ଏପରି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 5, 2019, 5:52 AM IST

କଟକ: ‘ମୁଁ ଇଞ୍ଜିନିୟର । ମୋ ବାପା ଆରଟିଓ ଅଫିସରେ ବଡ ଅଧିକାରୀ । ଆମ ପରିବାରର ହାଇ ଷ୍ଟାଟସ । ଚାଲ ଆମେ ବାହାହେଇ ଯିବା । ତୁମକୁ ମୁଁ ଖୁବ ଭଲରେ ରଖିବି’ । ଏପରି ଅନେକ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଫସାଇଥିଲା ପ୍ରେମିକ । ପ୍ରେମ ନିବିଡ ହେବାପରେ ସେକ୍ସ ଓ ପରେ ଧୋକା ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏପରି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ। ମାହାଙ୍ଗା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡିତା ଦାବି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିବା ସହ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ, ମାହାଙ୍ଗା ଥାନା ପଲ୍ଲୀସାହି ଗ୍ରାମର ଲଳିତ ମୋହନ ପଟ୍ଟନାୟକ ନାମକ ଜଣେ ଯୁବକ ମାହାଙ୍ଗା ଅଞ୍ଚଳର ଏକ ଡିଗ୍ରୀ କଲେଜର ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା। ନିଜ ଜନ୍ମଦିନରେ ଓଳାଶୁଣୀ ଗୁମ୍ଫା ବୁଲାଇ ନେବା କହି ସେଠାରେ ଯୁବତୀଙ୍କୁ ଧମକାଇବା ସହ ଜବରଦସ୍ତ ସେକ୍ସ କରିଥିବା ମାହାଙ୍ଗା ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି l ଏହି ଘଟଣାପରେ ଛାତ୍ରୀ ଜଣଙ୍କର ଅଶ୍ଲୀଳ ଫଟୋ ରଖି ଅନେକ ସମୟରେ ବ୍ଲାକମେଲ କରିଆସୁଥିଲା । ଶେଷରେ ଯୁବକ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା ବୋଲି ଯୁବତୀ ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମୁଁ ' ଇଞ୍ଜିନିୟର .... ମୋ' ବାପା ଆରଟିଓ ଅଫିସରେ ବଡ ଅଧିକାରୀ ...ଆମ ପରିବାରର ହାଇ ଷ୍ଟାଟସ ....ଚାଲ ଆମେ ବାହାହେଇ ଯିବା .... ତୁମକୁ ମୁଁ ' ଖୁବ ଭଲରେ ରଖିବି....
ବାସ... ଏମିତି ମିଠା ମିଠା ପ୍ରତିଶୃତି ଦେଇ ଯୁବତୀ ମନରେ ବିଶ୍ୱାସ ଜନ୍ମେଇଲା ପରେ ବଦଳିଗଲା ସମ୍ପର୍କର ସବୁ ସୀମା..। ଉଭୟଙ୍କ ମଧ୍ୟରେ ହୋଇଗଲା ବେଶ ନିବିଡ଼ତା... ଆଉ ଆରମ୍ଭ ହୋଇଗଲା ପ୍ରେମ।ତାପରେ ପ୍ରେମିକା ମନରେ ବିଶ୍ୱାସ ଜମାଇ ସେକ୍ସ କଲା ଧ୍ଵକା ବାଜ ପ୍ରେମିକ।କହିବାକୁ ଗଲେ ଲଭ, ସେକ୍ସ ଆଉ ଧ୍ଵକା...ଏଭଳି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ।
ସୂଚନା ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଥାନା ପଲ୍ଲୀସାହି ଗ୍ରାମର ଲଳିତ ମୋହନ ପଟ୍ଟନାୟକ ନାମକ ଜଣେ ଯୁବକ ମାହାଙ୍ଗା ଅଂଚଳର ଏକ ଡିଗ୍ରୀ କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା। ପରେ, ତା ' ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା।ନିଜ ଜନ୍ମଦିନ କହି ବାଇକରେ ଓଳାଶୁଣୀ ଗୁମ୍ଫା ବୁଲାଇ ନେବା କହି ସେଠାରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ତାଙ୍କ ସହ ଜବରଦସ୍ତ ନିଶା ଦେଇ ସେକ୍ସ କରିଥିବା ମାହାଙ୍ଗା ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି l ଏହି ଛାତ୍ରୀ ଜଣଙ୍କର ଏହି ଫଟୋ ରଖି ଅନେକ ସମୟରେ ବ୍ଲାକ ମେଲ କରୁଥିଲା । ଶେଷରେ ସେସବୁ ଅନ୍ତରଙ୍ଗ ଫଟୋ ଫେସବୁକ,ଓ ହ୍ବାଟଆପରେ ଛାଡିବା ଭଳି ଦୁଃସାହସ କରିଥିଲା ଧ୍ଵକାବାଜ ପ୍ରେମିକ l
ଥାନା ରେ ଅଭିଯୋଗ ହେବା ପରେ ମାହାଙ୍ଗା ଥାନା ପୋଲିସ ଅଭିଯୁକ୍ତ ଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି।ତେବେ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିଡିତା ଛାତ୍ରୀ।ଅନ୍ୟପଟେ ଏହାକୁ ଅଭିଯୁକ୍ତ ଖଣ୍ଡନ କରିବା ସହ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଛି।

ବାଇଟ -ପିଡିତା ଛାତ୍ରୀ,
ବାଇଟ- ଲଳିତ ମୋହନ ପଟନାୟକ,ଅଭିଯୁକ୍ତ।
Body:No needConclusion:No need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.