ETV Bharat / state

ଜେଲରେ ହାଇଦରର ଚିକିତ୍ସା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ଜେଲ୍ କର୍ତ୍ତୃପକ୍ଷ

ହାଇଦରର ସମସ୍ତ ଚିକିତ୍ସା ଜେଲ ଭିତରେ କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଲା ଚୌଦ୍ବାର ଜେଲ କର୍ତ୍ତୃପକ୍ଷ । ଏହା ସହ କଟକ ସିଡିଏମଓଙ୍କୁ ଚିଠି ଲେଖି ଚିକିତ୍ସା ପରାମର୍ଶ ମାଗିଛନ୍ତି । ଅଧିକ ପଢନ୍ତୁ...

jail authorities go to the court for treatment Hyder inside the jail
ହାଇଦରକୁ ଜେଲ ଭିତରେ ଚିକିତ୍ସା କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଲା ଜେଲ କର୍ତ୍ତୁପକ୍ଷ
author img

By

Published : Apr 18, 2021, 1:21 PM IST

କଟକ: ହାଇଦରକୁ କେରୋନା ପ୍ରସଙ୍ଗ । ହାଇଦରର ସମସ୍ତ ଚିକିତ୍ସା ଜେଲ ଭିତରେ କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଲା ଚୌଦ୍ବାର ଜେଲ କର୍ତ୍ତୃପକ୍ଷ । ଏହା ସହ କଟକ ସିଡିଏମଓଙ୍କୁ ଚିଠି ଲେଖି ଚିକିତ୍ସା ପରାମର୍ଶ ମାଗିଛନ୍ତି ଜେଲ କର୍ତ୍ତୃପକ୍ଷ ।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପରେ ହାଇଦ୍ରାବାଦରୁ ଗିରଫ ହୋଇଥିଲେ । ଓଡିଶା ଅଣାଯିବା ପରେ ଶନିବାର ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ ଚୌଦ୍ବାର ଜେଲର ରହିଛି । ଚିଠିରେ ହାଇଦରର ସ୍ବାସ୍ଥ୍ୟ ଯାଞ୍ଚ କରିବା ପାଇଁ ଆର.ଆର.ଟିକୁ ନିର୍ଦ୍ଦେଶ ଦେଇଛି । ହାଇଦରକୁ ଆଇସୋଲେସନରେ ରଖାଯାଇଛି । ତା ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆବଶ୍ୟକତା ଅନୁଯାୟୀ ତାର ଚିକିତ୍ସା କରାଯିବ । କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା ନେଇ ଆବଶ୍ୟକତା ନାହିଁ । କଟକ ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.