ETV Bharat / state

ସାମାନ୍ୟ ବର୍ଷାରେ ବେହାଲ କଟକ ସହର - ସାମାନ୍ୟ ବର୍ଷାରେ ବେହାଲ କଟକ ସହର

ଅଳ୍ପ ବର୍ଷାରେ ଉବୁଟୁବୁ କଟକ ସହର । ମାତ୍ର 20 ମିନିଟ ବର୍ଷାରେ ସହରର ଅନେକ ସ୍ଥାନ ଜଳ ମଗ୍ନ ଅବସ୍ଥାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 22, 2019, 5:50 AM IST

କଟକ: ଅଳ୍ପ ବର୍ଷାରେ ଉବୁଟୁବୁ କଟକ ସହର । ମାତ୍ର 20 ମିନିଟ ବର୍ଷାରେ ସହରର ଅନେକ ସ୍ଥାନ ଜଳ ମଗ୍ନ ଅବସ୍ଥାରେ । ତଳିଆ ଅଞ୍ଚଳ କଥା ତ ନ କହିବା ଭଲ । ସହରର ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି । ସତେ ଯେପରି ପୋଖରୀର ଭ୍ରମ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ସହରରେ ଏଭଳି ସମସ୍ୟା ପାଇଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଆଗରେ ପାଣି ଜମି ରହିବାରୁ ଘରୁ ବାହାରିବା କଷ୍ଟ ହୋଇ ପଡିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକ ସିଧାସଳଖ ସିଏମସିକୁ ଦାୟୀ କରିଛନ୍ତି ।

କଟକରୁ ନରାୟଣ ସାହୁ, ଇଟିଭି ଭାରତ

Intro:ଅଳ୍ପ ବର୍ଷାରେ ଉବୁଟୁବୁ କଟକ ସହର।ମାତ୍ର 20 ମିନିଟ ବର୍ଷାରେ ସହରର ଅନେକ ସ୍ଥାନ ଜଳ ମଗ୍ନ ଅବସ୍ଥାରେ।ତଳିଆ ଅଞ୍ଚଳ କଥା ନ କହିବା ଭଲ।ସହରର ଅନେକ ସ୍ଥାନରେ ରାସ୍ଥା ଉପରେ ଆଣ୍ଠୁଏ ଉଚ୍ଚତା ର ପାଣି।ସତେ ଯେପରି ପୋଖରୀର ଭ୍ରମ ସୃଷ୍ଟି କରିଛି।
ଅନ୍ୟପଟେ ସହରରେ ଏଭଳି ସମସ୍ୟା ପାଇଁ ସାଧାରଣ ଲୋକ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।ଘର ଆଗରେ ପାଣି ଜମି ରହିବାରୁ ଘରୁ ବାହାରିବା କଷ୍ଟ ହୋଇ ପଡିଛି।ତେବେ ଏହି ସମସ୍ୟା ର ସମାଧାନ ପାଇଁ ସ୍ଥାନୀୟ ଲୋକ ସିଧାସଳଖ ସିଏମସି କୁ ଦାୟି କରିଛନ୍ତି।

ବାଇଟ - ସ୍ଥାନୀୟ ବାସିନ୍ଦା।
ବାଇଟ - ସ୍ଥାନୀୟ ବାସିନ୍ଦା।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.