ETV Bharat / state

ଆଇଆଇଏଫଏଲ ଡକାୟତି ଘଟଣା, ଅଭିଯୁକ୍ତଙ୍କ ସଂଖ୍ୟା 13କୁ ବୃଦ୍ଧି

ନୟାସଡକ ଆଇଆଇଏଫଏଲ ଡକାୟତି ଘଟଣା । ପୁଣି 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ସଂଖ୍ୟା 13କୁ ବୃଦ୍ଧି । ଅଧିକ ପଢନ୍ତୁ...

author img

By

Published : Dec 1, 2020, 10:31 PM IST

IIFL robbery  case of silvercity
ଆଇଆଇଏଫଏଲ ଡକାୟତି ଘଟଣା , ଅଭିଯୁକ୍ତଙ୍କ ସଂଖ୍ୟା 13 କୁ ବୃଦ୍ଧି

କଟକ : ନୟାସଡକ ଆଇଆଇଏଫଏଲ ଡକାୟତି ଘଟଣା । ଏହି ମାମଲାରେ ପୋଲିସ ମଙ୍ଗଳବାର ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଦେବାଶିଷ ହାଜରା ଓ ନୀଳମଣି ସାହା । ଏହାସହିତ ଆଇଆଇଏଫଏଲ ଲୁଟ ଘଟଣାରେ ଗିରଫ ସଂଖ୍ୟା 13କୁ ବୃଦ୍ଧି ପାଇଛି ।

ଏହି ଦୁଇ ଅଭିଯୁକ୍ତ ବେଆଇନ ସୁନା ହଡପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ। ଗିରଫ ଦୁଇ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.