ETV Bharat / state

ନର୍ସଙ୍କ ମୁହଁରୁ ଫେରାର ପରର ଦୃଶ୍ୟ, ବିରିୟାନି ପାର୍ଟି ଦେଇ ହାଇଦର ଚମ୍ପଟ

ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ ହାଇଦର । ତେବେ ତାଙ୍କର ଚିକିତ୍ସା ଦାୟିତ୍ବରେ ଥିବା ନର୍ସ ଦେଇଛନ୍ତି ଏମିତି କିଛି ଚାଞ୍ଚଲ୍ୟକର ବୟାନ । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବଭାବିକ । ଅଧିକ ପଢନ୍ତୁ....

ନର୍ସ ବଖାଣିଲେ କେମିତି ଥିଲା ହାଇଦର ଫେରାର ପରର ଦୃଶ୍ୟ

author img

By

Published : Apr 11, 2021, 8:08 AM IST

Updated : Apr 11, 2021, 8:47 AM IST

କଟକ: ଏସିବିରୁ ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ ହାଇଦର । ତେବେ ତାଙ୍କର ଚିକିତ୍ସା ଦାୟିତ୍ବରେ ଥିବା ନର୍ସ ଦେଇଛନ୍ତି ଏମିତି କିଛି ଚାଞ୍ଚଲ୍ୟକର ବୟାନ । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବଭାବିକ ।

ନର୍ସଙ୍କ ମୁହଁରୁ ଫେରାର ପରର ଦୃଶ୍ୟ, ବିରିୟାନି ପାର୍ଟି ଦେଇ ହାଇଦର ଚମ୍ପଟ

ତେବେ ନର୍ସଙ୍କ କହିବା ଅନୁସାରେ" ସେ ହାଇଦରଙ୍କ ପାଖକୁ ଶେଷ ଥର ପାଇଁ ସାଢେ ତିନିଟା ବେଳେ ଯାଇଥିଲେ । ସେତବେଳେ ତାଙ୍କ ପାଖରେ ଦୁଇ ତିନି ଜଣ ଲୋକ ଥିଲେ । ସମସ୍ତେ ବିରିୟାନି ଖାଉଥିଲେ । ଆଉ ଯେତେବେଳେ ସେ ପୁଣି ସାଢେ 5ଟା ବେଳେ ତାଙ୍କ କ୍ୟାବିନକୁ ଇଞ୍ଜେକ୍ସନ୍ ଦେବା ପାଇଁ ଗଲେ ସେତବେଳେ କ୍ୟାବିନ୍‌ ବାହାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀ ଅଚେତ ହୋଇ ପଡ଼ିଥିଲେ । ଆଉ କ୍ୟାବିନରେ କେହି ନଥିଲେ ବୋଲି କହିଛନ୍ତି ଏସସିବି ସର୍ଜରୀ ଓ୍ବାର୍ଡର ନର୍ସ ମାନସୀରାଣୀ ପାଣି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 11, 2021, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.