ETV Bharat / state

କଟକରେ ଲଗାଣ ବର୍ଷା: ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ - କଟକ

କଟକ ଜିଲ୍ଲାରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ । ଅଧିକ ପଢ଼ନ୍ତୁ...

କଟକରେ ଲଗାଣ ବର୍ଷା
author img

By

Published : Oct 25, 2019, 3:55 AM IST

କଟକ: ଲଗାଣ ବର୍ଷାରେ ବେହାଲ ହୋଇଛି କଟକ ଜିଲ୍ଲା । ଜିଲ୍ଲାରେ ୧୦୬୨.୨୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ନିଆଳିର କଣ୍ଟାପଡାଠାରେ ସର୍ବାଧିକ ୧୨୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

କଟକରେ ଲଗାଣ ବର୍ଷା: ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଆଠଗଡ଼ରେ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ବେଳେ, ବାଙ୍କୀ ଡମପଡାରେ ୧୦୫ ମିଲିମିଟର, ବାରଙ୍ଗରେ ୮୫ ମିଲିମିଟର, ବଡମ୍ବାରେ ୬୫ ମିଲିମିଟର, କଟକ ସଦରରେ ୧୦୮ ମିଲିମିଟର, ମାହାଙ୍ଗାରେ ୭୬ ମିଲିମିଟର, ନିଆଳିର ୮୦ ମିଲିମିଟର, ନିଶ୍ଚିତ କୋଇଲିରେ ୯୧.୦୨ ମିଲିମିଟର, ନରସିଂହପୁରରେ ୪୭ ମିଲିମିଟର, ସାଲେପୁରରେ ୬୨ ମିଲିମିଟର, ଟାଙ୍ଗି ଚୌଦ୍ବାରରେ ୬୬ ମିଲିମିଟର, ତିଗିରିଆରେ ୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ତେବେ କଟକ ସହର ମଧ୍ୟରେ ୭୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଲଗାଣ ବର୍ଷାରେ କଟକ ଜିଲ୍ଲାରେ କୌଣସି କ୍ଷୟ କ୍ଷତି ଘଟି ନଥିବା ଜଣା ପଡ଼ିଛି। କିନ୍ତୁ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲଗାଣ ବର୍ଷାରେ ବେହାଲ କଟକ ।କଟକ ଜିଲ୍ଲାରେ ୧୦୬୨ .୨୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।ନିଆଳିର କଣ୍ଟାପଡା ରେ ସର୍ବାଧିକ ୧୨୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଆଠଗଡ଼ରେ ୧୦୨ ମିଲିମିଟର ବର୍ଷା ର ରେକର୍ଡ କରାଯାଇଥିଲା ବେଳେ ,ବାଙ୍କୀ ଡମପଡା ରେ ୧୦୫ ମିଲିମିଟର,ବାରଙ୍ଗରେ ୮୫ ମିଲିମିଟର, ବଡମ୍ବାରେ ୬୫ ମିଲିମିଟର ,କଟକ ସଦରରେ ୧୦୮ ମିଲିମିଟର,ମାହାଙ୍ଗାରେ ୭୬ ମିଲିମିଟର,ନିଆଳିର ୮୦ ମିଲିମିଟର , ନିଶ୍ଚିତକୋଇଲି ରେ ୯୧.୦୨ ମିଲିମିଟର, ନରସିଂହପୁର ରେ ୪୭ ମିଲିମିଟର, ସାଲେପୁର ରେ ୬୨ ମିଲିମିଟର, ଟାଙ୍ଗି ଚୌଦ୍ୱାର ରେ ୬୬ ମିଲିମିଟର, ତିଗିରିଆ ରେ ୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।ତେବେ କଟକ ସହର ମଧ୍ୟରେ ୭୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।ତେବେ ଲଗାଣ ବର୍ଷାରେ କଟକ ଜିଲ୍ଲାରେ କୌଣସି କ୍ଷୟ କ୍ଷତି ଘଟିନଥିବା ଜଣା ପଡ଼ିଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.