ETV Bharat / state

4ଟି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା'

ମା'ଙ୍କ ମେଲାଣି ପାଇଁ ପ୍ରସ୍ତୁତ ସିଲଭର ସିଟିର ସମସ୍ତ ପୂଜା ମଣ୍ଡପ । ଏଥିପାଇଁ କଟକ ପୁରୀଘାଟ ଠାରେ ପ୍ରସ୍ତୁତ ହୋଇଛି 4ଟି କୃତ୍ରିମ ପୋଖରୀ । ଏହି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା' ।

author img

By

Published : Oct 8, 2019, 9:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବୁଧବାର ଜଗତଜନନୀ ମା' ଦୁର୍ଗା ମେଲାଣି ନେବେ । ମା'ଙ୍କ ମେଲାଣି ପାଇଁ ପ୍ରସ୍ତୁତ ସିଲଭର ସିଟିର ସମସ୍ତ ପୂଜା ମଣ୍ଡପ । ଜଗତଜନନୀଙ୍କ ବିସର୍ଜନ ପାଇଁ କଟକ ପୁରୀଘାଟ ଠାରେ ପ୍ରସ୍ତୁତ ହୋଇଛି 4ଟି କୃତ୍ରିମ ପୋଖରୀ । ଏହି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା' ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି । ପମ୍ପ ଯୋଗେ ଏହି କୃତ୍ରିମ ପୋଖରୀରେ ପାଣି ଭର୍ତ୍ତି କରାଯିବ । ଏଥିପାଇଁ ସିଏମସି ପକ୍ଷରୁ ୭ଟି ପମ୍ପର ବ୍ୟବସ୍ଥା କରାଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ଭସାଣି ଉତ୍ସବ ପାଳନ କରାଯିବ ବୋଲି ଆଶା ପ୍ରକଟ କରିଛନ୍ତି କଟକ ମହାନଗର ଶାନ୍ତି କମିଟି ସଭାପତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ଅସାନ୍ତାକାଲି ଭଷାଣ ଉତ୍ସବ।ମେଲାଣି ନେବେ ମା।ମାଙ୍କୁ ମେଲାଣି ଦେବାକୁ ପ୍ରସ୍ତୁତ ସମସ୍ତ ପୂଜା ମଣ୍ଡପ।ମାଙ୍କର ବିସର୍ଜନ ପାଇଁ ପୁରିଘାଟ ଠାରେ ପ୍ରସ୍ତୁତ ହୋଇଛି ୪ ଟି କୃତ୍ରିମ ପୋଖରୀ।ଏହି ପୋଖରୀରେ ବିସର୍ଜନ ହେବେ ମା।ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଏହି କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି।ପମ୍ପ ଯୋଗେ ଏହି କୃତ୍ରିମ ପୋଖରୀରେ ପାଣି ଭର୍ତ୍ତି କରାଯିବ।ସିଏମସି ପକ୍ଷରୁ ୭ ଟି ପମ୍ପ ର ବ୍ୟବସ୍ଥାର କରାଯାଇଛି।ତେବେ ଶାନ୍ତିଶୃଙ୍ଖଳା ର ସହ ଭଷାଣି ଉତ୍ସବ ପାଳନ କରାଯିବ ବୋଲି ଆଶା ପ୍ରକଟ କରିଛନ୍ତି କଟକ ମହାନଗର ଶାନ୍ତି କମିଟି ସଭାପତି।

ବାଇଟ - ଦେବେନ୍ଦ୍ର ନାଥ ସାହୁ,ସଭାପତି ,କଟକ ମହାନଗର ଶାନ୍ତି କମିଟି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.