ETV Bharat / state

ଗଞ୍ଜାମ ବସ ଦୁର୍ଘଟଣା: ଏସସିବିରେ ପହଞ୍ଚିଲେ 8 ଗୁରୁତର ଯାତ୍ରୀ, ଜଣେ ମୃତ

author img

By

Published : Feb 9, 2020, 9:33 PM IST

Updated : Feb 9, 2020, 10:37 PM IST

ଏସସିବିରେ ପହଞ୍ଚିଲେ ଗଞ୍ଜାମ ବସ ଦୁର୍ଘଟଣାରେ ଗୁରୁତର 8 ଯାତ୍ରୀ । ଉଭୟଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ରହିଛି ।

od_ctc_injured patient in admitted in scb
ଗଞ୍ଜାମ ବସ ଦୁର୍ଘଟଣା: ଏସସିବିରେ ପହଞ୍ଚିଲେ 8 ଗୁରୁତର ଯାତ୍ରୀ

କଟକ: ଏସସିବିରେ ପହଞ୍ଚିଲେ ଗଞ୍ଜାମ ବସ ଦୁର୍ଘଟଣାରେ ଗୁରୁତର 8 ଯାତ୍ରୀ । 8 ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦେବରାଜ । ଏସସିବି ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ଭାରତୀ ରେଡ୍ଡି ଓ ପ୍ରସାଦ ରେଡ୍ଡି ନାମକ 2 ଜଣ ରୋଗୀ ଭର୍ତ୍ତି ହୋଇଛି। ଉଭୟଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ରବିବାର ଅପରାହ୍ନରେ ଏକ ନିର୍ବଦ୍ଧରେ ସାମିଲ ହେବାକୁ ଯାଉଥିବା ଏକ ବସ 11 କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବସ ରେ ବିଦ୍ୟତ ସଂଯୋଗ ରେ ଗୁରୁତର ହୋଇଥିବା ଅବସ୍ଥା ରେ ଏସିବି ରେ ପହଁଚିଲେ ଯାତ୍ରୀ । ଵର୍ତମାନ ସୁଧା ଯାତ୍ରୀ ମାନଙ୍କୁ କାଜୁଆଲଟି ରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । Body:No needConclusion:
Last Updated : Feb 9, 2020, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.