ETV Bharat / state

କଟକରେ 4 ପରିବା ମାର୍କେଟ ସ୍ଥାନାନ୍ତରିତ

author img

By

Published : Apr 19, 2020, 5:25 PM IST

କଟକର ନୟାସଡକରେ ଥିବା ପରିବା ମାର୍କେଟକୁ ଶିଶୁଭବନ ସମ୍ନା ରିଙ୍ଗରୋଡ଼କୁ ସ୍ଥାନାନ୍ତରିତ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ସିଲଭରିସିଟିରେ 4ଟି ପରିବା ମାର୍କେଟ ସ୍ଥାନାନ୍ତରିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

କଟକ ରେ 4 ଟି ପରିବା ମାର୍କେଟ ସ୍ଥାନାନ୍ତରିତ
କଟକ ରେ 4 ଟି ପରିବା ମାର୍କେଟ ସ୍ଥାନାନ୍ତରିତ

କଟକ: କମିଶନରେଟ ପୋଲିସ ପକ୍ଷରୁ ସିଲଭରିସିଟିରେ 4ଟି ପରିବା ମାର୍କେଟ ସ୍ଥାନାନ୍ତରିତ । ନୟାସଡକରେ ଥିବା ପରିବା ମାର୍କେଟକୁ ଶିଶୁ ଭବନ ସାମ୍ନା ରିଙ୍ଗରୋଡ଼କୁ ସ୍ଥାନାନ୍ତରିତ କରାଯାଇଛି । ଏହାଛଡ଼ା ନୂଆବଜାରରେ ବସୁଥିବା ପରିବା ମାର୍କେଟକୁ ଟିଓପି ନିକଟ ପଡିଆକୁ ପଠାଇଛି ପୋଲିସ ।

କଟକ ରେ 4 ଟି ପରିବା ମାର୍କେଟ ସ୍ଥାନାନ୍ତରିତ
କଟକ ରେ 4 ଟି ପରିବା ମାର୍କେଟ ସ୍ଥାନାନ୍ତରିତ

ଏତତବ୍ୟତୀତ କୃଷକ ବଜାର ପରିବା ମାର୍କଟ ଅଶ୍ବିନୀ ହସ୍ପିଟାଲ ନିକଟସ୍ତ 4 ଲେନକୁ ନିଆଯାଇଛି । ବାଲୁବଜାରରେ ଥିବା ପରିବା ହାଟ ଓ ଅନ୍ୟାନ୍ୟ ବ୍ୟବସାୟୀ 12 ଫୁଟ ଦୂରତାରେ ରହି ବ୍ୟବସାୟ କରିବେ । ଶେଷରେ ଛତ୍ରବଜାର ପରିବା ମଣ୍ଡି ବର୍ତ୍ତମାନ ନିକତସ୍ତ 2 ଟି ଖୋଲା ପଡିଆ ରେ ଗଣେଶ ପଡିଆ ଓ ନାଇକେଇ ପଡିଆରେ ଉପଲବ୍ଧ ରହିବ । ଯାହା ସାମାଜିକ ଦୂରତ୍ୱ କୁ ବୃଦ୍ଧି କରିବା ସହ କରୋନା ବିପକ୍ଷ ରେ ଏକ ସଫଳ ଅସ୍ତ୍ର ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.