ETV Bharat / state

କଟକ ଆରଟିଓ ଅଫିସରେ ଅଗ୍ନିକାଣ୍ଡ - Fire breaks out RTO

କଟକ ଆରଟିଓ ଅଫିସରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 8, 2019, 4:16 PM IST

କଟକ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ସେତେଟା ବଡ଼ ହୋଇନଥିଲେ ସୁଦ୍ଧା ଅଗ୍ନିକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏଥିରେ କୌଣସି ଲୋକେ ଆହତ ହୋଇନଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ସଂଯୋଗ ହୋଇଥିବା ବିଦ୍ୟୁତ ମୁଖ୍ୟ ଲାଇନରେ ପ୍ରଥମେ ସ୍ପାର୍କିଂ ହୋଇ ବିଦ୍ୟୁତ କଣ୍ଟ୍ରୋଲ ରୁମକୁ ବ୍ୟାପିଥିଲା । ସେଠାରେ ତାର ଗୁଡିକରେ ନିଆଁ ଲାଗିଯାଇଥିଲା ଯାହା ଫଳରେ ଧୂଆଁ ସମଗ୍ର ମହଲାରେ ଖେଳିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଅଫିସ ମଧ୍ୟରେ ଥିବା ସମସ୍ତ କର୍ମଚାରୀ ଦୌଡା ଦୌଡ଼ି କରିଥିଲେ । ସଙ୍ଗେସଙ୍ଗେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା।। ଅଗ୍ନିକାଣ୍ଡ ସେତେଟା ବଡ଼ ହୋଇନଥିଲେ ସୁଦ୍ଧା ଅଗ୍ନିକାଣ୍ଡ କୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।ସୂଚନା ଅନୁଯାୟୀ ଅଫିସ ରୁ ସଂଯୋଗ ହୋଇଥିବା ବିଦ୍ୟୁତ ମୁଖ୍ୟ ମୁଖ୍ୟ ଲାଇନ ରେ ପ୍ରଥମେ ସ୍ପାରକିଂ ହୋଇ ବିଦ୍ୟୁତ କଣ୍ଟ୍ରୋଲ ରୁମ କୁ ବ୍ୟାପିଥିଲା। ସେଠାରେ ତାର ଗୁଡିକ ରେ ନିଆଁ ଲାଗିଯାଇଥିଲା ଯାହା ଫଳରେ ଧୂଆଁ ସମଗ୍ର ମହଲାରେ ଖେଳିଯାଇଥିଲା। ଏହା ଫଳରେ ଅଫିସ ମଧ୍ୟରେ ଥିବା ସମସ୍ତ କର୍ମଚାରୀ ଦୌଡା ଦୌଡ଼ି କରିଥିଲେ। ସଂଗେ ସଂଗେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।Body:No needConclusion:No need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.