ETV Bharat / state

SCB ମେଡିକାଲରେ ଅଗ୍ନିକାଣ୍ଡ - fire at SCB medica

ଏସସିବି ମେଡିକାଲର ଟେଲି ମେଡ଼ିସିନ ବିଭାଗରେ ଅଗ୍ନିକାଣ୍ଡ। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ...

ଏସସିବି ମେଡିକାଲରେ ଅଗ୍ନିକାଣ୍ଡ
ଏସସିବି ମେଡିକାଲରେ ଅଗ୍ନିକାଣ୍ଡ
author img

By

Published : Dec 25, 2020, 4:23 PM IST

କଟକ: ବାରମ୍ବାର ପ୍ରଶାସନର ଅବହେଳା ଯୋଗୁଁ କେତେବେଳେ ଭୁବନେଶ୍ବର ତ କେତେବେଳେ କଟକର ବିଭିନ୍ନ ହସ୍ପିଟାଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥାଏ ।

ଏସସିବି ମେଡିକାଲରେ ଅଗ୍ନିକାଣ୍ଡ
ଏସସିବି ମେଡିକାଲରେ ଅଗ୍ନିକାଣ୍ଡ

ଆଜି (ଶୁକ୍ରବାର) ପୁନଶ୍ଚ ଓଡିଶାର ଏକ ପ୍ରମୁଖ ପସ୍ପିଟାଲ ଏସସିବି ମେଡିକାଲର ଟେଲି ମେଡ଼ିସିନ ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମେଡିକାଲ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ସର୍ଭରରେ ଲାଗିଥିବା ପ୍ୟାନେଲ ବୋର୍ଡ଼ରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ତେବେ କୈାଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଏସସିବି ମେଡିକାଲରେ ଅଗ୍ନିକାଣ୍ଡ
ଏସସିବି ମେଡିକାଲରେ ଅଗ୍ନିକାଣ୍ଡ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.