ETV Bharat / state

ସାମଜିକ ଦୂରତ୍ୱକୁ ସିଧାସଳଖ ଫୁ - ସାମଜିକ ଦୂରତ୍ୱ କୁ ସିଧାସଳଖ ଫୁ

ସଟଡାଉନ ପରେ ଆହୁରି ବିଗିଡିଲା ସ୍ଥିତି । ଗୁରୁବାର ବିନା ମାସ୍କରେ 322 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ବ ନିୟମ ଉଲଂଘନ କରି 413ଜଣ ତଣ୍ଡ ଗଣିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାମଜିକ ଦୂରତ୍ୱକୁ ସିଧାସଳଖ ଫୁ
ସାମଜିକ ଦୂରତ୍ୱକୁ ସିଧାସଳଖ ଫୁ
author img

By

Published : Jun 26, 2020, 6:58 AM IST

କଟକ: ସଟଡାଉନ ପରେ ଆହୁରି ବିଗିଡିଲା ସ୍ଥିତି । ଆଗରୁ ଯାହା ଥିଲା ଏବେ ବଢ଼ିଲା ଫାଇନ ପରିଧି । ବିଶେଷ କରି ସାମାଜିକ ଦୂରତ୍ବ ଆଇନକୁ ସିଧାସଳଖ ଆଖିଠାର ମାରୁଛନ୍ତି ଅଭ୍ୟାସଗତ ଅମାନିଆ ଓ ସାଧାରଣ ଜନତା ।

ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ବଢି ଚାଲିଛି ଏମାନଙ୍କ ରାଜ । ଯାହା ପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ । ଗୁରୁବାର ବିନା ମାସ୍କରେ 322 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ବ ନିୟମ ଉଲଂଘନ କରି 413ଜଣ ତଣ୍ଡ ଗଣିଛନ୍ତି । ତେବେ ଯାହା ଜଣାପଡୁଛି ଆଉ କିଛି ଦିନ ଗଲେ ଏହା ହଜାର ପାର ହୋଇଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.