ETV Bharat / state

କଟକରୁ 8 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, କନ୍ଧମାଳରୁ ଯାଉଥିଲା ଭଦ୍ରକ

ମଧୁପାଟଣା ଅଞ୍ଚଳରେ ପେଟ୍ରୋଲିଂ ସମୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ 76 କେଜି ଗଞ୍ଜେଇ ଜବତ କରିବା ସହ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗଞ୍ଜେଇ କନ୍ଧମାଳରୁ ଭଦ୍ରକୁ ନିଆଯାଉଥିଲା ।

author img

By

Published : Oct 12, 2019, 5:10 PM IST

ganja

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଛି 76 କେଜି ଗଞ୍ଜେଇ । ମଧୁପାଟଣା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏକ କାର ଉପରେ ଚଢାଉ କରିଥିଲା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଅବକାରୀ ବିଭାଗ ଜବତ କଲା 76 କେଜି ଗଞ୍ଜେଇ

ଜବତ ସମୟରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ । ଏହି ଗଞ୍ଜେଇ କନ୍ଧମାଳରୁ ଭଦ୍ରକ ଯାଉଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କୁ ମିଳିଲା ସଫଳତା । ଜବତ ହେଲା 76 କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷ୍ୟ ଟଙ୍କା ରୁ ଉର୍ଧ୍ଵ । ଜବତ ସମୟରେ 2 ଅଭିଯୁକ୍ତ ଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଟକ ।

ତେବେ ମଧୁପାଟଣା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏକ କାର କୁ ରେଡ କରିଥିଲା ବିଭାଗ । ତେବେ ଯାଞ୍ଚ ସମୟରେ ସେଥିରୁ 76 କେଜି ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଯାହାର ମୂଲ୍ୟ 8 ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ୍ବ । ତେବେ ଏହା ଗଞ୍ଜେଇ କନ୍ଧମାଳ ରୁ ଭଦ୍ରକ ଯାଉଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ । Body:ବାଇଟ: ଜଗଦୀଶ ଚନ୍ଦ୍ର ସାମଲ( ଅବକାରୀ ଗୋଇନ୍ଦା ବିଭାଗ କଟକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.