ETV Bharat / state

ପୁଣି ଥରେ ପ୍ରଶ୍ନପତ୍ର ଭାଇରାଲ !

ଇଂରାଜୀର ଏ ଓ ବି ଦୁଇଟି ସେଟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସୂଚନା ମିଳିଛି । ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରେ ପରୀକ୍ଷା ସରିଲା ପରେ ଏହାର ଯାଞ୍ଚ କରାଯିବ।

author img

By

Published : Feb 25, 2019, 1:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚଳିତ ମାଟ୍ରିକ ପରୀକ୍ଷାରେ ଥମୁନି ପ୍ରଶ୍ନପତ୍ର ପ୍ରଘଟ। ସାହିତ୍ୟ ପରେ ଏବେ ଇଂରାଜୀ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡ଼ିଛି। ଏହି ପ୍ରଶ୍ନପତ୍ର ବଲାଙ୍ଗୀର ଅଞ୍ଚଳରୁ ଭାଇରାଲ ହୋଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଇଂରାଜୀର ଏ ଓ ବି ଦୁଇଟି ସେଟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସୂଚନା ମିଳିଛି। ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ପ୍ରତିକତ୍ରିୟା ଦେଇ କହିଛନ୍ତି ଯେ ପରୀକ୍ଷା ସରିଲା ପରେ ଏହାର ଯାଞ୍ଚ କରାଯିବ। ଏ ଘଟଣାର ସତ୍ୟାସତ୍ୟ ମିଳିଲେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ ପରୀକ୍ଷାର ପ୍ରଥମ ଦିନରେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଭାଇରାଲ ଘଟଣାରେ ପାଖାପାଖି 11ଜଣଙ୍କୁ ଗିରଫ କରାଯାଇଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏଠାରେ ଯେ ବୋର୍ଡ ପକ୍ଷରୁ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାତ୍ର ଦୁଇ ଦୁଇ ଥର ପ୍ରଶ୍ନ ପତ୍ର ପ୍ରଘଟ ହେବା ବୋର୍ଡ ଏବଂ ସରକାରଙ୍କ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ହ୍ୟାଟ୍ରିକ୍ ମାରିଲେ ବ୍ରଜଭୂଷଣ 

ନୂଆଦିଲ୍ଲୀ: ବ୍ରଜଭୂଷଣ ଶରଣ ସିଂ ଲଗାତର ଭାବେ 3ୟ ଥର ପାଇଁ ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ଅଧ୍ୟକ୍ଷ ହୋଇଛନ୍ତି ।     

ଖବରମୁତାବକ, ରବିବାର ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବ୍ରଜଭୂଷଣ । ତେବେ 3ୟ ଥର ଲାଗି ଏହି ପଦ ପାଇଁ ସେ ନିର୍ବାଚିତ ହୋଇଛନ୍ତି । ଏଥିସହ କୁସ୍ତି ମହାସଂଘର ଅନ୍ୟ ଅଧିକାରୀମାନେ ବି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ସମୟ 3ବର୍ଷ ରହିବ । 

ନିର୍ବାଚନ ଅଧିକାରୀ ଜଜ୍ ଆର୍.ବି ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏହି ନିର୍ବାଚନ କରାଯାଇଥିଲା ।  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.