ETV Bharat / state

କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହର

ଲଗାଣ ବର୍ଷାରେ ବେହାଲ କଟକ ସହର । ଚାରିଆଡେ ଖାଲି ପାଣି ହିଁ ପାଣି । ପାଣି ଯୋଗୁଁ ଲୋକେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ।

author img

By

Published : Sep 28, 2019, 5:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବେହାଲ ସିଲଭରସିଟି । ଚାରି ଆଡ଼େ ଖାଲି ପାଣି ଆଉ ପାଣି । କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହରର ବାଉନ ବଜାର ତେପନ ଗଳି । କିନ୍ତୁ ଏହାରି ଭିତରେ ସହରର ପ୍ରବେଶ ପଥ କୁହାଯାଉଥିବା ବାଦାମବାଡ଼ି ରାସ୍ତା ଜଳଘେରରେ । ଆଣ୍ଠୁଏ ଲେଖାଁଏ ପାଣି ଲହଡି ଭାଙ୍ଗୁ ଥିବାରୁ ଲୋକେ ଯାତାୟତରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହର

ଅନ୍ୟପଟେ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି ଜାଇକା ପ୍ରକଳ୍ପ । କାରଣ ଜାଇକା ଯେଉଁ ଭାବରେ ରାସ୍ତାକୁ ଖୋଳି କି ଜଳ ନିଷ୍କାସନ ପାଇଁ ବାଟ କରୁଥିଲା ତାହା ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି । ଫଳରେ ରାସ୍ତାରେ ସୃଷ୍ଟି ହୋଇଛି ବଡ ବଡ ଖାଲ । ଏଥିରେ ପାଣି ଜମି ରହୁଥିବାରୁ ଲୋକଙ୍କ ଅସୁବିଧା ଆହୁରି ବଢି ଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ: ବେହାଲ ସିଲଭରସିଟି । ଚାରି ଆଡ଼େ ପାଣି ହଁ ପାଣି । କୁତ୍ରିମ ବନ୍ୟା ରେ ଉବୁଟୁବୁ କଟକ ସହର ର ବାଉନ ବାଜର ଟେପେନ ଗଳି । କିନ୍ତୁ ଏହାରି ଭିତରେ ସହର ର ପ୍ରବେଶ ପଥ କୁହାଯାଉଥିବା ବାଦାମବାଡ଼ି ରାସ୍ତା ଏବେ ବିପଦ ସଙ୍କୁଳ ଅବସ୍ଥା ରେ । କାରଣ ଏହି ରାସ୍ତା ରେ ଆଂଣ୍ଠୁଏ ରୁ ଉର୍ଦ୍ଧ୍ବ ଲେଖାଁଏ ପାଣି । ଯାହାକୁ ନେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଏହାସହିତ ଯାତ୍ରୀ ମାନେ ମଧ୍ୟ ନିଜ ଜୀବନ କୁ ସୁରକ୍ଷିତ ମନେ କରୁନାହାନ୍ତି । କାରଣ ଜାଇକା ଯେଉଁ ଭାବରେ ରାସ୍ତା କୁ ଖୋଳି କି ଜଳ ନିଷ୍କାସନ ପାଇଁ ବାଟ କରୁଥିଲା ତାହା ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି । ଯୋଇଥି ପାଇଁ କେଉଁଟି ବଡ଼ ଛୋଟ ଖାଲ ରହିଛି । ପାଣି ମଧ୍ୟରେ ଖାଲ ରେ ପଡିଲେ ଜୀବନ ଯିବା ସ୍ବଭାବିକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ରୁ ସହର ର ପ୍ରମୁଖ ସ୍ଥାନ ରେ ପାଣି ଉବୁଟୁବୁ । ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ଦେଖାଦେଇଛି । ତେବେ ପ୍ରଶ୍ନ ଉଠୁଛି କେବେ ଜିଲା ପ୍ରଶାସନ ର ନିଦ ଭାଙ୍ଗିବା ଓ ଏହି ବଡ଼ ଅସୁବିଧାର ସମାଧନ ହେବ ।

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.