ETV Bharat / state

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା, ଧରିଲା ପୋଲିସ

author img

By

Published : Sep 7, 2019, 12:01 PM IST

କଟକ ନୂଆବଜାର ଅଞ୍ଚଳରେ ପାଟ୍ରୋଲିଂବେଳେ ମଦ୍ୟପାନ କରି ଗାଡି ଚଳାଉଥିବା ଯୁବକଙ୍କୁ ମହଙ୍ଗା ପଡିଛି । ଗିରଫ ଅଭିଯୁକ୍ତ କନ୍ଦରପୁର ଥାନା ମତଗଜପୁର ଅଞ୍ଚଳର ରାକେଶ ପଣ୍ଡା ।

ଫାଇଲ ଫଟୋ

କଟକ: ସାରା ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ଅବସ୍ଥା ବେହାଲ । ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ ଏବଂ ମୋଟା ଅଙ୍କର ଜୋରିମାନା ଆଦାୟ ସମସ୍ତଙ୍କ ହୋସ୍‌ ଉଡାଇଛି । ଏହି କ୍ରମରେ ଗତକାଲି ଜଣେ ମଦୁଆ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଡ୍ରାଇଭର ହେଲେ କନ୍ଦରପୁର ଥାନା ମତଗଜପୁର ଅଞ୍ଚଳର ରାକେଶ ପଣ୍ଡା ।

Drinking alcohol
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
Drinking alcohol
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁସାରେ, ଗତକାଲି କଟକ ନୂଆବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ପୋଲିସ । ଏହି ସମୟରେ ରାକେଶ ଦ୍ରୁତଗତିରେ ଗାଡି ଚଳାଇ ଆସୁଥିଲା । ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା । ପ୍ରଚୁର ମଦ ପିଇଥିବାରୁ ସେ ଠିକ୍ ଭାବରେ ଗାଡି ଚଳାଇପାରୁନଥିଲା । ନୂଆ ନିୟମ ଅନୁସାରେ ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ରାକେଶକୁ ଗିରଫ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନୁଆ ଟ୍ରାଫିକ କଟକଣା ଲାଗିବା ପରେ ଜଣେ ମଦୁଆ ଡ୍ରାଇଭର ଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ କଟକ ନୁଆବଜ଼ାର ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିବା ବେଳେ ଦୃତ ଗତିରେ ଆସୁଥିବା ଗାଡ଼ିକୁ ଅଟକାଇଥିଲା ପୋଲିସ।ଯାଞ୍ଚ ପରେ ଗାଡ଼ିର ଡ୍ରାଇଭର ମଦ୍ୟ ପାନ କରିଥିବା ଜଣା ପଡ଼ିଥିଲା।ପ୍ରଚୁର ମଦ୍ୟପାନ କରିଥିବା କାରଣରୁ ଠିକ୍ ଭାବରେ ଗାଡ଼ି ଚଳାଇପାରୁନଥିଲା।ନୂଆ ଆଇନ ଅନୁଯାୟୀ ସମ୍ପୃକ୍ତ ଡ୍ରାଇଭର ଜଣଙ୍କୁ ଗିରଫ କରାଯାଇଛି। ତେବେ ଡ୍ରାଇଭର ଜଣକ ହେଉଛନ୍ତି କନ୍ଦରପୁର ଥାନା ଅନ୍ତର୍ଗତ ମତଗଜପୁର ଅଞ୍ଚଳର ରାକେଶ ପଣ୍ଡା।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.