ETV Bharat / state

ସାଧାରଣତନ୍ତ୍ର ଦିବସ ଓ ନେତାଜୀ ଜୟନ୍ତୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଆଗକୁ ସାଧାରଣତନ୍ତ୍ର ଦିବସ ଓ ସୁବାଷ ବୋଷଙ୍କ ଜନ୍ମ ତିଥି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

author img

By

Published : Jan 8, 2020, 4:33 AM IST

Republic Day and  Netaji Jayanti
ଫଟୋ ସୌଜନ୍ୟ: ଇଟିଭି ଭାରତ

କଟକ: ଆଗକୁ ସାଧାରଣତନ୍ତ୍ର ଦିବସ ଓ ସୁବାଷ ବୋଷଙ୍କ ଜନ୍ମ ତିଥି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଅନେକ ଅନୁଷ୍ଠାନ ଓ ଶାନ୍ତି କମିଟି ଭାଗ ନେଇଛନ୍ତି । ଏହାକୁ ଆୟୋଜନକୁ ସଫଳ କରିହେବ ସେଥିପାଇଁ ସମସ୍ତ ସଦସ୍ୟଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଅତରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତ ରାୟ ।

ସାଧାରଣତନ୍ତ୍ର ଦିବସ ଓ ନେତାଜୀ ଜୟନ୍ତୀ

ଜାନୁଆରୀ 23 ତାରିଖରେ ସୁବାଷ ବୋଷଙ୍କ ଜନ୍ମ ତିଥିକୁ କିଛି ନୂଆ ଢ଼ଙ୍ଗରେ ଆୟୋଜନ କରିବା ନେଇ ଲକ୍ଷ୍ୟ ରଖିଛି ପ୍ରଶାସନ । ଏହାସହିତ ସାଧାରଣତନ୍ତ୍ର ଦିବସକୁ ବେଶ୍‌ ଧୁମ ଧାମ୍‌ରେ ପାଳନ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ ଓ ସୁବାଷ ବୋଷ ଙ୍କ ଜନ୍ମ ତିଥି । ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଡକାଗଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗଦେଲେ ଅନେକ ଅନୁଷ୍ଠାନ ଓ ଶାନ୍ତି କମିଟି । କିପରି ଏହି ଆୟୋଜନ କୁ ସଫଳ କରିହେବ ସେଥିପାଇଁ ସମସ୍ତ ସଦସ୍ୟ ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ଅତରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତ ରାୟ ।

ଜାନୁଆରୀ 23 ତାରିଖରେ ସୁବାଷ ବୋଷ ଙ୍କ ଜନ୍ମ ତିଥି କୁ କିଛି ନୂଆ ଢ଼ଙ୍ଗରେ ଆୟୋଜନ କରିବା ନେଇ ଲକ୍ଷ ରଖିଛି ପ୍ରଶାସନ । ଏହାସହିତ ସାଧାରଣତନ୍ତ୍ର ଦିବସ କୁ ବେଶ ଧୁମ ଧାମ ରେ ପାଳନ କରାଯିବ ବୋଲି ଏହି ବୈଠକ ରେ ନିଷ୍ପତି ହୋଇଛି ।

Body:ବାଇଟ: ବିଜୟ ଖଣ୍ଡାୟତରାୟ ( ଅତରିକ୍ତ ଜିଲାପାଳ କଟକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.