ETV Bharat / state

ମା’ଙ୍କ ମୂର୍ତ୍ତି ଛୋଟ ହେଲେ ଐତିହ୍ୟରେ କଳଙ୍କ ଲାଗିବ: ମୋକିମ

ପାର୍ବଣ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ଼ ଲାଇନ । ମୂର୍ତ୍ତି 4 ଫୁଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ସରକାରଙ୍କ ଉପରେ ଗର୍ଜିଛନ୍ତି ବାରବାଟୀ ବିଧାୟକ। ଅଧିକ ପଢନ୍ତୁ...

author img

By

Published : Aug 15, 2021, 1:43 PM IST

ମାଆଙ୍କ ମୂର୍ତ୍ତି ଛୋଟ ହେଲେ ଐତିହ ରେ ଲାଗିବ କଳଙ୍କ: ମୋକିମ

କଟକ: ପାର୍ବଣ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ଼ ଲାଇନ । ମୂର୍ତ୍ତି 4 ଫୁଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହେଲେ କଟକରର ମାଆଙ୍କ ମୂର୍ତ୍ତି ଛୋଟ ହେବା ପ୍ରସଙ୍ଗ ଉପରେ ଗର୍ଜିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ମୋକିମଙ୍କ କହିବାନୁଯାୟୀ, କଟକ ସହରରେ ଦୁର୍ଗା ପୂଜା ହେଉଛି ସର୍ବ ପୁରାତନ ।

ପ୍ରତ୍ୟେକ କଟକିଆଙ୍କ ଭାବବେଗ ସହ ଜଡିତ ଏହି ପାର୍ବଣ । ମାଆଙ୍କ ମୂର୍ତ୍ତି ଯଦି ଛୋଟ ହୁଏ । ତେବେ ଏହା ପରମ୍ପରା ଉପରେ ପ୍ରଭାବ ପଡିବ । ସରକାରଙ୍କ ଗାଇଡ ଲାଇନରେ କୋହଳ ହେବାର ଆବଶ୍ୟକ ରହିଛି । ଭିଡକୁ ଆୟତ୍ତ ପାଇଁ ସରକାର କୋଭିଡ କଟକଣା ଜୋରଦାର କରନ୍ତୁ । କିନ୍ତୁ ମୂର୍ତ୍ତିକୁ ନେଇ କୈଣସି ଗାଇଡ ଲାଇନ ନ କରିବା ଭଲ । ଏହି ଦିଗରେ ସରକାର ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି ମୋକିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.