ETV Bharat / state

ବଢୁଛି କୋଭିଡ ସଂକ୍ରମଣ, ମୁକାବିଲା ପାଇଁ ପ୍ରସ୍ତୁତ କଟକ ପ୍ରଶାସନ

author img

By

Published : Jan 7, 2022, 10:02 AM IST

ଦିନକୁ ଦିନ ରାଜ୍ୟରେ ଊପର ମୁହାଁ ହେବାରେ ଲାଗିଛି କୋରୋନା ଗ୍ରାଫ। ଏଭଳି ସ୍ଥିତିରେ ତୃତୀୟ ଲହରକୁ( Covid third wave) ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଅଧିକ ପଢନ୍ତୁ

ବଢୁଛି କୋଭିଡ ସଂକ୍ରମଣ, ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

କଟକ: ଦିନକୁ ଦିନ ରାଜ୍ୟରେ ଊପର ମୁହାଁ ହେବାରେ ଲାଗିଛି କୋରୋନା ଗ୍ରାଫ। ଏଭଳି ସ୍ଥିତିରେ ତୃତୀୟ ଲହରକୁ( Covid third wave) ମୁକାବିଲା କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ଭିତ୍ତିଭୂମି ପ୍ରସ୍ତୁତି ଶେଷ କରାଯିବ। ବର୍ତ୍ତମାନ ପାଇଁ କଟକ ଜିଲ୍ଲାରେ SCB ମେଡ଼ିକାଲ କଲେଜ ଓ ଏକ ଘରୋଇ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରାଯାଇଛି । ହେଲେ ଆଗକୁ ପରିସ୍ଥିତି ବିଗିଡିଲେ ନିଶ୍ଚିତ ଭାବେ କଟକ ଗ୍ରାମାଞ୍ଚଳରେ ପୂର୍ବଭଳି କୋଭିଡ କେୟାର ସେଣ୍ଟରଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବ।

ତେବେ କୋରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଜିଲ୍ଳା ପ୍ରଶାସନ(cuttack administration) ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ (DM Bhabani Shankar Chayani)।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.