ETV Bharat / state

ବାଲିଯାତ୍ରାରେ କ୍ରିକେଟ କ୍ରେଜ୍ - କ୍ରିକେଟ ନ୍ୟୁଜ

ଐତିହାସିକ ବାଲିଯାତ୍ରାରେ କ୍ରିକେଟ କ୍ରେଜ । ବାଲିଯାତ୍ରା ପଡିଆରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି ନେଟ୍ସ କ୍ରିକେଟ । ଯାହାର ବେଶ ମଜା ଉଠାଉଛନ୍ତି କ୍ରୀଡା ପ୍ରେମୀ ।

cricket
author img

By

Published : Nov 19, 2019, 6:36 PM IST

କଟକ: ଜମୁଛି ବାଲିଯତ୍ରା । ଯାତ୍ରା ସରିବାକୁ ହାତରେ ଆଉ ଗୋଟିଏ ଦିନ ବାକିଥିଲା ବେଳେ ପ୍ରତିଦିନ ବାଲିଯତ୍ରା ପଡିଆରେ ଦୃଶ୍ୟମାନ ହେଉଛି ଜନ ସମୁଦ୍ର । ତେବେ ଏହି ସମୁଦ୍ର ମଧ୍ୟରେ ରହିଛନ୍ତି ଅନେକ କ୍ରିକେଟ ପ୍ରେମୀ । କାରଣ କ୍ରିକେଟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ବାଲିଯାତ୍ରାରେ ପ୍ରଥମ କରି ଆସିଥିବା ନେଟ୍ସ କ୍ରିକେଟ । 70 ଟଙ୍କାରେ ଟିକେଟ କିଣି ଗୋଟିଏ ଫେଜ ଖେଳିବାର ସୁଯୋଗ ପାଉଛନ୍ତି କ୍ରିକେଟ ପ୍ରେମୀ ।

ଐତିହାସିକ ବାଲିଯାତ୍ରାରେ କ୍ରିକେଟ କ୍ରେଜ

ମେସିନ ମାଧ୍ୟମରେ ବଲ ପକାଇ ବ୍ୟାଟିଂ କରୁଛନ୍ତି ଇଚ୍ଛୁକ କ୍ରିକେଟର । ବିଭିନ୍ନ ସଟ୍‌ ଖେଳି ହେଉଛନ୍ତି ଆତ୍ମହରା ।

ଅନ୍ୟପଟେ ଏହି ଆୟୋଜନ କରିବା ପାଇଁ ରଶ୍ମିରଞ୍ଜନ ଉଠାଇଛନ୍ତି ଅନେକ କଷ୍ଟ । ବୋଲିଂ ମେସିନ କିଣିବା ତା' ସହ ବାଲିଯାତ୍ରା ପଡିଆରେ ପ୍ରଥମ କରି ନେଟ୍ସ କ୍ରିକେଟ ଷ୍ଟଲ କରିବା ପାଇଁ ଅନେକ ଦୁଃଖ ଓ କଷ୍ଟ ସହିଛନ୍ତି । ଏହି କଷ୍ଟ ବ୍ୟବସାୟ ପାଇଁ ନୁହେଁ ବରଂ କ୍ରିକେଟର ମନୋରଞ୍ଜନ ପାଇଁ ବୋଲି କହିଛନ୍ତି । ଯିଏ ବି ଚାହିଁବ ସେ କ୍ରିକେଟ ର ମଜା ଉଠାଇ ପାରିବ ।

ତେବେ ରଶ୍ମିଙ୍କ ଏପରି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଦର୍ଶକ । ଯଦି ପ୍ରତିବର୍ଷ ଏହି କ୍ରିକେଟର ମଜା ମିଳି ପାରନ୍ତା ତେବେ ପିଲାଦିନ ସ୍ମୃତି କିଛି ମନେ ପଡି ପାରନ୍ତା ବୋଲି କହିଛନ୍ତି ଦର୍ଶକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜମୁଛି ବାଲିଯତ୍ରା । ଶେଷ ହେବା ପାଇଁ ହାତରେ ଆଉ ଗୋଟିଏ ଦିନ ବାକିଥିଲା ବେଳେ ପ୍ରତିଦିନ ବାଲିଯତ୍ରା ପଡିଆ ରେ ଦୃଶ୍ୟମାନ ହେଉଛି ଜନ ସମୁଦ୍ର । ତେବେ ଏହି ସମୁଦ୍ର ମଧ୍ୟରେ ରହିଛନ୍ତି ଅନେକ କ୍ରିକେଟ ପ୍ରେମୀ । ଯାହାକୁ ଆକୃଷ୍ଟ କରୁଛି ବାଲିଯାତ୍ରା ରେ ପ୍ରଥମ କରି ଆସିଥିବା ନେଟ କ୍ରିକେଟ । 70 ଟଙ୍କା ରେ ଟିକେଟ କିଣି ଗୋଟିଏ ଫେଜ ଖେଳିବାର ସୁଯୋଗ ପାଉଛନ୍ତି କ୍ରିକେଟ ପ୍ରେମୀ । ଆଉ ଖୁସି ରେ ଆତ୍ମହରା ହେଉଛନ୍ତି ସମସ୍ତେ । ଏହାସହିତ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅନେକ କ୍ରିକେଟ ଖେଳି ଖୁସି ମଧ୍ୟ ସାଉଣ୍ଟୁଛନ୍ତି ।

Body:ଭିଓ: ଐତିହାସିକ ବାଲିଯାତ୍ରା ରେ କ୍ରିକେଟ କ୍ରେଜ । ବାଲିଯାତ୍ରା ପଡିଆ ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି ନେଟ କ୍ରିକେଟ । ଯାହାର ବେଶ ମଜା ଉଠାଉଛନ୍ତି କ୍ରୀଡା ପ୍ରେମୀ । ମେସିନ ମାଧ୍ୟମରେ ବଲ ପକାଇ ବ୍ୟାଟିଂ କରୁଛନ୍ତି ଇଛୁକ କ୍ରିକେଟରେ । ବିଭିନ ସଟ ଖେଳି ହେଉଛନ୍ତି ଆତ୍ମହରା । ବାଲିଯାତ୍ରା ବୁଲିବା ସହ କ୍ରିକେଟ ର ସ୍ୱାଦ ମଧ୍ୟ ଚାକୁଛନ୍ତି ଦର୍ଶକ । 70 ଟଙ୍କା ରେ ଟିକେଟ କରି କ୍ରିକେଟ ର ମଜା ଉଠାଉଛନ୍ତି ପିଲା ଓ ଯୁବକ ଵର୍ଗ ।

ବାଇଟ: ସନ୍ତୋଷ କୁମାର ପତି( କ୍ରୀଡା ପ୍ରେମୀ)

ଭିଓ୨: ଅନ୍ୟପଟେ ଏହି ଆୟୋଜନ କରିବା ପାଇଁ ରଶ୍ମିରଂଜନ ଉଠାଇଛନ୍ତି ଅନେକ କଷ୍ଟ । ବୋଲିଂ ମେସିନ କିଣିବା ତା ସହ ବାଲିଯାତ୍ରା ପଡିଆ ରେ ପ୍ରଥମ କରି ନେଟ କ୍ରିକେଟ ଷ୍ଟଲ କରିବା ପାଇଁ ଅନେକ ଦୁଃଖ ଓ କଷ୍ଟ ସହିଛନ୍ତି ସେ । ଏହି କଷ୍ଟ ବ୍ୟବସାୟ ପାଇଁ ନୁହେଁ ବରଂ କ୍ରିକେଟ ର ମନରଞ୍ଜନ । ଯିଏ ବି ଚାହିଁବ ସେ କ୍ରିକେଟ ର ମଜା ଉଠାଇ ପାରିବ । ଭଗବାନ ଙ୍କ ଆଶ୍ରିବାଦ ରୁ ଚଳିତବର୍ଷ ଏହି ଆୟୋଜନ ସଫଳ ହୋଇଛି ଲୋକ ମାନଙ୍କ ମନରେ କ୍ରିକେଟ ର ମଜା ଭରି ପାରିଥିବାରୁ ନିଜକୁ ଖୁସି ମନେ କରୁଛି ବୋଲି କହିଛନ୍ତି ରଶ୍ମି ।

ବାଇଟ: ରଶ୍ମି ରଞ୍ଜନ ରଥ( ନେଟ କ୍ରିକେଟ ଷ୍ଟଲର ଆୟୋଜକ)

Conclusion:ଫାଭିଓ: ତେବେ ରଶ୍ମି ଙ୍କ ଏପରି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ଦର୍ଶକ। ଯଦି ପ୍ରତିବର୍ଷ ଏହି କ୍ରିକେଟ ର ମଜା ମିଳି ପାରନ୍ତା ତେବେ ପିଲା ଦିନ ସ୍ମୃତି କିଛି ମନେ ପଡି ପାରନ୍ତା ବୋଲି କହିଛନ୍ତି ଦର୍ଶକ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.