ETV Bharat / state

କଟକରେ କ୍ରାଇମ କଣ୍ଟ୍ରୋଲକୁ ସମୀକ୍ଷା କଲେ ସିପି - Cuttack crime control

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲା ପରେ କଟକ ଡିସିପିଙ୍କ ବୈଠକ ବସିଲା । ଏଥିରେ ଯୋଗ ଦେଇଛନ୍ତି ସମସ୍ତ ଥାନା ଅଧକାରୀ, ଏସିପି ଓ ଡିସିପି ପ୍ରତୀକ ସିଂ । ଅଧିକ ପଢନ୍ତୁ...

କଟକରେ କ୍ରାଇମ କଣ୍ଟ୍ରୋଲକୁ ସମୀକ୍ଷା କଲେ ସିପି

author img

By

Published : Mar 11, 2021, 8:18 PM IST

କଟକ : ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲା ପରେ କଟକ ଡିସିପିଙ୍କ ବୈଠକ ବସିଲା । ଏଥିରେ ଯୋଗ ଦେଇଛନ୍ତି ସମସ୍ତ ଥାନା ଅଧକାରୀ, ଏସିପି ଓ ଡିସିପି ପ୍ରତୀକ ସିଂ ।

କଟକରେ କ୍ରାଇମ କଣ୍ଟ୍ରୋଲକୁ ସମୀକ୍ଷା କଲେ ସିପି

କଟକରେ କିପରି କ୍ରାଇମ କଣ୍ଟ୍ରୋଲକୁ ଆହୁରି ମଜଭୁତ କରିହେବ, ତାହା ଉପରେ ଆଲୋଚନା ହୋଇଛି । ଏଥିପାଇଁ ସମସ୍ତ ଥାନା ଅଧିକାରୀଙ୍କ ମତ ଲୋଡ଼ିଥିଲେ କମିଶନର । ତେବେ ଆଗାମୀ ଦିନରେ କଟକରେ କ୍ରାଇମକୁ ଜିରୋ ଟଲରାନ୍ସ ପାଇଁ ବ୍ଲୁ ପ୍ରିଣ୍ଟ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.