ETV Bharat / state

କମିଶନରେଟ ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ - କମିଶନରେଟ ପୋଲିସ ମିଳିଛି ବଡ ସଫଳତା

ମଙ୍ଗଳାବାଗ ଅଞ୍ଚଳ ଗାର୍ମେଣ୍ଟ ଦୋକାନ ଓ ଏସବିଆଇ ବ୍ୟାଙ୍କ ଚୋରି ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Sep 15, 2019, 3:26 PM IST

କଟକ: ଦୀର୍ଘଦିନ ପରେ ମଙ୍ଗଳାବାଗ ଅଞ୍ଚଳ ଲୁଟ ଘଟଣାରେ କମିଶନରେଟ ପୋଲିସ ମିଳିଛି ବଡ ସଫଳତା । ଲୁଟ ଘଟଣାର ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ ହ୍ୟାଣ୍ଡକପରୁ ଖସିଥିବା ଏହି ଗ୍ୟାଙ୍ଗ ଆଜି ପୋଲିସ ପଞ୍ଝାରେ ଧରା ପଡିଛି । ମଙ୍ଗଳାବାଗ ଅଞ୍ଚଳ ଗାର୍ମେଣ୍ଟ ଦୋକାନ ଓ ଏସବିଆଇ ବ୍ୟାଙ୍କ ଚୋରି ଘଟଣାରେ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ତେବେ ଵର୍ତ୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ଫେରାର ରହିଥିବାବେଳେ ଆଗାମୀ ଦିନରେ ସମସ୍ତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସୂଚନା ଅନୁସାରେ, ଫନି ପରେ କଟକ ସମ୍ପୂର୍ଣ ଅନ୍ଧକାର ହୋଇଯାଇଥିଲା । ଆଉ ସେହି ସମୟର ଫାଇଦା ନେଇ କିଛି ଲୁଟେରା ଗ୍ୟାଙ୍ଗ ପ୍ରଥମେ ଅମ୍ବର ଗାର୍ମେଣ୍ଟ ଦୋକାନରୁ 4 ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିବା ପରେ, ପାଖ ଏସବିଆଇ ବ୍ୟାଙ୍କ ଉପରେ ନଜର ପକାଇଥିଲେ ।

ତେବେ ବ୍ୟାଙ୍କରେ ଚୋରି କରିବା ସମୟରେ ସତର୍କ ଘଣ୍ଟି ବାଜିବାରୁ ସେଠାରୁ ପଳାୟନ କରିଥିଲେ ସମସ୍ତେ । ତେବେ ଘଟଣାକୁ 3 ମାସରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ସୁଦ୍ଧା ଏଯାବତ ପୋଲିସ ର ହାତ ଖାଲି ଥିଲା । କିନ୍ତୁ ଆଜି ସେହି ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଏହି ଗ୍ୟାଙ୍ଗ ର ମୁଖିଆ ମାଲଗୋଦାମ ଅଞ୍ଚଳର ପିଣ୍ଟୁ କୁ ଗିରଫ କରିବା ପରେ ଅନ୍ୟ ସାଥିମାନଙ୍କୁ ସହଜରେ ଗିରଫ କରିଛି ପୋଲିସ । ତେବେ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କମିଶନରେଟ ପୋଲିସ ପୁଣି ସଫଲତା । ଦୀର୍ଘଦିନ ପରେ ମଙ୍ଗଳାବାଗ ଅଞ୍ଚଳ ଲୁଟ ଘଟଣାର ଲୁଟେରା ଗ୍ୟାଙ୍ଗ କୁ ଗିରଫ କଲା କମିଶନରେଟ ପୋଲିସ । ଦୀର୍ଘ ଦିନ ଧରି ପୋଲିସ ହ୍ୟାଣ୍ଡକପ ରୁ ଖୁସିଥିବା ଏହି ଗ୍ୟାଙ୍ଗ ଆଜି ପୋଲିସ ପଞ୍ଝା ରେ । ମଙ୍ଗଳାବାଗ ଅଞ୍ଚଳ ଗାର୍ମେଣ୍ଟ ଦୋକାନ ଓ ଏସବିଆଇ ବ୍ୟାଙ୍କ ଚୋରି ଘଟଣା ରେ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଵର୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ଆଗାମୀ ଦିନରେ ସମସ୍ତ ଗ୍ୟାଙ୍ଗ କୁ ଗିରଫ କରିବାରେ ସଫଳ ହେବାନେଇ ଏକ ପ୍ରକାର ସୂଚନା ଦେଇଛି କମିଶନରେଟ ପୋଲିସ ।

Body:ଭିଓ୧: ଫନି ପରେ କଟକ ସମ୍ପୂର୍ଣ ଅନ୍ଧକାର ହୋଇଯାଇଥିଲା । ଆଉ ସେହି ସମୟରେ ମାତିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ପ୍ରଥମେ ଅମ୍ବର ଗାର୍ମେଣ୍ଟ ଦୋକାନ ରୁ 4 ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ପରେ,ପରେ ପାଖ ଏସବିଆଇ ବ୍ୟାଙ୍କ ଉପରେ ପକାଇଥିଲେ ନଜର । ତେବେ ବ୍ୟାଙ୍କ ରେ ଚୋରି କରିବା ସମୟରେ ସତର୍କ ଘଣ୍ଟି ବାଜିବାରୁ ସେଠାରୁ ପଳାୟନ କରିଥିଲେ ସମସ୍ତେ । ତେବେ ଘଟଣା କୁ 3 ମାସ ରୁ ଉର୍ଦ୍ଧ୍ବ ସମୟ ପୁରିଥିଲେ ସୁଦ୍ଧା ଏଯାବତ ପୋଲିସ ର ହାତ ଖାଲି ଥିଲା । କିନ୍ତୁ ଆଜି ସେହି ଗ୍ୟାଙ୍ଗ କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଏହି ଗ୍ୟାଙ୍ଗ ର ମୁଖିଆ ମାଲଗୋଦାମ ଅଞ୍ଚଳ ର ପିଣ୍ଟୁ କୁ ଗିରଫ କରିବା ପରେ ଅନ୍ୟ ସାଥି ମାନଙ୍କୁ ସହଜରେ ଗିରଫ କରିଛି ପୋଲିସ । ତେବେ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

ଭିଓ୨: ଅନ୍ୟପଟେ ଏହି ଘଟଣା ସମ୍ପୂର୍ଣ ରୂପେ କଟକ ବାସୀ ଙ୍କ ନିଦ ହଜାଇ ଦେଇଥିଲା । ଯେଉଁ ପରି ଭାବରେ ଗୋଟିଏ ମାସ ବ୍ୟବଧାନ ରେ ଦୁଇଟି ବଡ଼ ଚୋରି ଯାହା କୁ ନେଇ ଆତଙ୍କିତ ହୋଇଥିଲେ ସ୍ଥାନୀୟ ବାସୀନ୍ଧା । ତେବେ ଏହି ଗିରଫଦାରୀ କୁ ନେଇ କମିଶନରେଟ ପୋଲିସ କୁ କୃତଜ୍ଞତା ଜଣାଇହାଛନ୍ତି ସ୍ଥାନୀୟ ବାସୀନ୍ଧା ।

ବାଇଟ: ନୃସିଂହ ଚୌଧୁରୀ ( ଏସବିଆଇ ବ୍ୟାଙ୍କ ବିଲ୍ଡିଂ ମାଲିକ )

Conclusion:ଫାଭିଓ: ତେବେ କହିବାକୁ ଗଲେ ଦୁର୍ଗାପୂଜା ପୂର୍ବରୁ କଟକ ରୁ ସବୁ ଲୁଟେରା ଗ୍ୟାଙ୍ଗ କୁ ସଫା କରିବାକୁ ନିଶ୍ଚୟ କରି ନେଇଚି କମିଶନରେଟ ପୋଲିସ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କମିଶନରେଟ ପୋଲିସ ର ବ୍ଲୁ ପ୍ରିଣ୍ଟ କଣ ରହିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.