ETV Bharat / state

ଜିତିବୁ ପୌର ନିର୍ବାଚନ, ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି - 23 ତମ ବିଜେଡି ପ୍ରତିଷ୍ଠା ଦିବସ

23ତମ ପ୍ରତିଷ୍ଠା ଦିବସରେ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ଆସନ୍ତା ପୌର ନିର୍ବାଚନରେ ଜିତିବ ବିଜୁ ଜନତା ଦଳ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

_BJD foundation day celebrated in cuttack
ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି
author img

By

Published : Dec 26, 2019, 9:13 PM IST

କଟକ: 23 ତମ ପ୍ରତିଷ୍ଠା ଦିବସରେ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ଆସନ୍ତା ପୌର ନିର୍ବାଚନରେ ଜିତିବ ବିଜୁ ଜନତା ଦଳ । କୌଣସି କାରଣରୁ କଟକ ବାରବାଟୀ ଦଳ ହାତରୁ ଚାଲିଯାଇଛି । କିନ୍ତୁ ଆମେ ହାର ମାନିନୁ । ବରଂ ଆହୁରି ସଶକ୍ତ ହୋଇଛୁ । ଆସନ୍ତା 8 କିମ୍ବା 9 ମାସ ମଧ୍ୟରେ ହେବାକୁ ଥିବା ପୌର ନିର୍ବାଚନରେ ମହାନଗର ନିଗମକୁ ନିଜ ହାତକୁ ନେବ ବିଜେଡି । ମେୟର ପଦରେ ଜିତିବ ବିଜେଡି ବୋଲି ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି
କଟକ ହେଉଛି ବିଜେଡିର ଏକ ଦୁର୍ଗ । ସବୁ ଆସନରେ ବିଜେଡି ବାଜି ମାତ କରେ । କିନ୍ତୁ ଗତ ନିର୍ବାଚନରେ ବାଇବାଟୀ ଆସନରେ ବିଜେଡି ପରାଜୟ ହୋଇଛି । କିନ୍ତୁ ଦଳ ଦୁର୍ବଳ ହୋଇନି । ରାଜ୍ୟ ସରକାର ସର୍ବଦା କଟକକୁ ବିକାଶର ପଥ ଦେଖାଇ ଆସିଛନ୍ତି । ଆଉ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ।

ଏହା ସହିତ ବିଜେଡି କେନ୍ଦ୍ରକୁ ସର୍ବଦା ସମର୍ଥନ କରି ଆସିଛି । କଂଗ୍ରେସ ସରକାର ସମୟରେ କଂଗ୍ରେସକୁ ଓ ବିଜେପି ସରକାରରେ ବିଜେପିକୁ ସମର୍ଥନ କରିଆସିଛି ବିଜେଡି । କିନ୍ତୁ ରାଜ୍ୟରେ ବିଜେଡି ଏକା କି ଲଢିବା ଶିଖିଛି ଓ ଲଢୁଥିବ ମଧ୍ୟ । ଏହାସହିତ ଅର୍ଥନୈତିକ ଉନ୍ନତି କିପରି ହୋଇପାରିବ ଓ ରାଜସ୍ୱର ପରିଧି ବୃଦ୍ଧି ପାଇବ ସେଥିପାଇଁ ଆମ ସରକାର ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଆଜି (ଗୁରୁବାର) ଚାଉଳିଆଗଞ୍ଜ ଗ୍ରାଉଣ୍ଡରେ ଅନୁଷ୍ଠିତ ବିଜେଡିର 23ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ସାଂସଦ ଭର୍ତ୍ତୃହରି ମହତାବ, ଜିଲା ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୂ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: 23 ତମ ପ୍ରତିଷ୍ଠା ଦିବସ ରେ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ଆସନ୍ତା ପୌର ନିର୍ବାଚନ ରେ ଜିତିବ ବିଜୁ ଜନତା ଦଳ । କୌଣସି କାରଣରୁ କଟକ ବାରବାଟୀ ହାତରୁ ଚାଲି ଯାଇଥିବାରୁ ଦଳ ହାର ମାନିନୀ ବରଂ ଆହୁରି ସଶକ୍ତ ହୋଇଛି । ଆସନ୍ତା 8 କିମ୍ବା 9 ମାସ ମଧ୍ୟରେ ହେବାକୁ ଥିବା ପୌର ନିର୍ବାଚନ ରେ ମହାନଗର ନିଗମ କୁ ନିଜ ହାତକୁ ନେବ ବିଜେଡି । ମେୟର ପଦ ରେ ଜିତିବ ବିଜେଡି ।

କଟକ ହେଉଛି ବିଜେଡି ର ଏକ ଦୁର୍ଗ । ସବୁ ଆସନ ରେ ବିଜେଡି ବାଜି ମାତ କରେ। କିନ୍ତୁ ଗତ ନିର୍ବାଚନରେ ବାଇବାଟି ଆସନ ରେ ବିଜେଡି ପରାଜୟ ହୋଇଛି । କିନ୍ତୁ ଦଳ ଦୁର୍ବଳ ହୋଇନି । ରାଜ୍ୟ ସରକାର ସର୍ଵଦା କଟକ କୁ ବିକାଶ ର ପଥ ଦେଖାଇ ଆସିଛନ୍ତି । ଆଉ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟ ।

ଏହାସହିତ ବିଜେଡି କେନ୍ଦ୍ର କୁ ସର୍ଵଦା ସମର୍ଥନ କରି ଆସିଛି । କଂଗ୍ରେସ ସରକାର ସମୟରେ କଂଗ୍ରେସ କୁ ଓ ବିଜେପି ସରକାର ରେ ବିଜେପି କୁ ସମର୍ଥନ କରିଆସିଛି ବିଜେଡି । କିନ୍ତୁ ରାଜ୍ୟ ରେ ବିଜେଡି ଏକା କି ଲଢ଼ିବା ଶିଖିଛି ଓ ଲଢ଼ୁଥିବ ମଧ୍ୟ । ଏହାସହିତ ଅର୍ଥନୈତିକ ଉର୍ଣ୍ଣତି କିପରି ହୋଇପାରିବ ଓ ରାଜସ୍ୱ ର ପରିଧି ବୃଦ୍ଧି ପାଇବ ସେଥିପାଇଁ ଆମ ସରକାର ସର୍ଵଦା ଚେଷ୍ଟିତ ବୋଲି କହିଛନ୍ତି କଟକ ସାଂସଦ ଭରତୁହରି ମହତାବ ।

ଆଜି ଚାଉଳିଆଗଞ୍ଜ ଗ୍ରାଉଣ୍ଡ ରେ ଅନୁଷ୍ଠିତ ବିଜେଡି ର 23ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁର୍ବତନ ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳ , ବିଧାୟକ ସୌଭିକ ବିଶ୍ୱାଳ, ସାଂସଦ ଭରତୁହରି ମହତାବ , ଜିଲା ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Body:ବାଇଟ: ଦେବାଶିଷ ସାମନ୍ତରାୟ( ଜିଲା ବିଜେଡି ସଭାପତି)
ବାଇଟ: ଭରତୁହରି ମହତାବ( ସାଂସଦ କଟକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.