ETV Bharat / state

ବାଙ୍କୀରେ ବାର୍ଡ ଫ୍ଲୁ ! ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍

ବାଙ୍କୀ ଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ । ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡ଼ି ଶେଲ ଡକ୍ । ଏନେଇ ଆତଙ୍କିତ ବାଙ୍କୀବାସୀ । ଅଧିକ ପଢନ୍ତୁ...

author img

By

Published : Jan 28, 2021, 1:42 PM IST

ବାଙ୍କୀରେ ବାର୍ଡ ଫ୍ଲୁ ! ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍
ବାଙ୍କୀରେ ବାର୍ଡ ଫ୍ଲୁ ! ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍

କଟକ: ବାଙ୍କୀ ଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ । ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡ଼ି ଶେଲ ଡକ୍ । ଆଉ କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଦେଶରେ ବ୍ୟାପି ଚାଲିଥିବା ବାର୍ଡ ଫ୍ଲୁ ଯେ ଓଡିଶା ପହଞ୍ଚି ଗଲାଣି, ଏହି ସନ୍ଦେହରେ ବାଙ୍କୀବାସୀ ଆତଙ୍କିତ । ଏନେଇ ବନବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଯୁବକ ।

ତେବେ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ଲୋକଙ୍କୁ ବାରଣ କରାଯାଇଥିବାବେଳେ ଏନେଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଯୁବକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.