ETV Bharat / state

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ ଥାନା ASI ଅଶୋକ ପ୍ରଧାନ ମୃତଦେହ ଉଦ୍ଧାର । ପଦାସାହି ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ

ଅଶୋକ ପ୍ରଧାନ
ଅଶୋକ ପ୍ରଧାନ
author img

By

Published : Dec 18, 2022, 11:07 AM IST

Updated : Dec 18, 2022, 11:43 AM IST

ଅଶୋକ ପ୍ରଧାନ

କଟକ: ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଏସଆଇ ଅଶୋକ ପ୍ରଧାନଙ୍କ ନନ୍ଦନକାନନ ପଦାସାହି (Padasahi near Nandankanan Zoological Park)ରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି( Barang Police ASI Ashok Pradhan) । ମୃତ ଏଏସଆଇ ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ପୁଣି ୩ ଓକିଲ ଗିରଫ

ସୂଚନାଅନୁସାରେ, ନନ୍ଦନକାନନ ପଦାସାହି ଘରୁ ଏଏସଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ASIଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ଏସସିବି ମେଡିକାଲକୁ ନେଇଥିବା ସୂଚନା ରହିଛି ।

ଏନେଇ ମୃତ ଏଏସଆଇ ଅଶୋକ ପ୍ରଧାନଙ୍କ ବନ୍ଧୁ କହିଛନ୍ତି,"ଆର୍ଥିକ, ମାନସିକ ଏବଂ ଶାରିରୀକ ସ୍ତରରେ ସେ ଏତେ ବହୁତ ସଶକ୍ତ । ସେ ବହୁତ ସାହାସୀ ଥିଲେ । ଆମେ ତାଙ୍କ ଠାରୁ ଅନୁପ୍ରାଣିତ ହେଉଥିଲୁ । କିନ୍ତୁ ASIଙ୍କର ଏଭଳି ପଦକ୍ଷେପ ଆମକୁ ଆଜି ମର୍ମାହତ କରିଛି । ଚାକିରୀ ଚାର ରହୁଥିଲା କି ନାହିଁ ସେ ବିଷୟରେ ଆମେ କିଛି କହିପାରିବୁ ନାହିଁ । କୌଣସି ଦୁଃଶ୍ଚିନ୍ତା ବିଷୟରେ ସେ ଆମକୁ କିଛି କହିନାହାନ୍ତି ।"

ଇଟିଭି ଭାରତ, କଟକ

Last Updated : Dec 18, 2022, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.