ETV Bharat / state

ଏଥର ବାଲିଯାତ୍ରାରେ ବୋଟିଂର ମଜା ନେବେ ଦର୍ଶକ - cuttack baliyatra

2 ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାରେ ଆକର୍ଷଣୀୟ ହେବ ଜଳାଶୟ । ଯେଉଁଥିରେ ପ୍ରଥମ କରି ବୋଟିଂର ମଜା ନେଇ ପାଇବେ ଦର୍ଶକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 9, 2019, 11:25 PM IST

କଟକ: 2 ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରତିକୂଳ ପାଗ ସତ୍ତ୍ବେ ବାଲିଯାତ୍ରା ପାଇଁ ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଜଳାଶୟ ପ୍ରସ୍ତୁତ କରାଯାଇଛି । 2ଟି ପୋଖରୀରେ ଲାଣ୍ଡସ୍କେପିଂ କରାଯିବା ସହ ପ୍ରାକୃତିକ ଘାସକୁ ପୋଖରୀର ବନ୍ଧରେ ଲଗାଯାଇଛି । ଏଥିସହିତ ପୋଖରୀକୁ ଆକର୍ଷଣୀୟ କରିବାକୁ ବନ୍ଧ ଉପରେ ନଡିଆ ଗଛ ଲଗାଯାଇଛି । ତେବେ ଏଥର ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକ ଏହି ପୋଖରୀରେ ବୋଟିଂର ମଜା ନେଇପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରସର ରେ ଚାଲିଛି।ପାଗର ପ୍ରତିକୂଳ ସତ୍ତ୍ୱେ ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି।
ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପୋଖରୀ ପ୍ରସ୍ତୁତ କରାଯାଇଛି।୨ ଟି ପୋଖରୀ ରେ ଲାଣ୍ଡସ୍କେପିଂ କରାଯାଇଛି।ପ୍ରାକୃତିକ ଘାଷ ପୋଖରୀର ବନ୍ଧରେ ଲଗାଯାଇଛି।ସେହିପରି ବନ୍ଧ ଉପରେ ନଡ଼ିଆ ଗଛ ଲଗାଯାଇଛି।ଏହି ପୋଖରୀରେ ବୋଟିଂ ର ମଜା ନେବେ ଦର୍ଶକ।ସେଥିପାଇଁ ଏହାକୁ ବେଶୀ ଆକର୍ଷଣୀୟ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ଭବାନୀ ଶଙ୍କର ଚୟିନୀ,କଟକ ଜିଲ୍ଲାପାଳ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.