ETV Bharat / state

ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ: ବାଧକ ସାଜିଲା ଖରାପ ପାଗ - ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ

ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚର ଦ୍ବିତୀୟ ଦିନରେ ଖରାପ ପାଗ ଯୋଗୁଁ ଅଟକିଲା ମ୍ୟାଚ । ଅଧିକ ପଢ଼ନ୍ତୁ...

bad weather effect, 2nd day of odisha vs uttarakhand match, ranji trophy, ବାଧକ ସାଜିଲା ଖରାପ ପାଗ, ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ, ଡ୍ରିମ୍ସ ଗ୍ରାଉଣ୍ଡ
ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ: ବାଧକ ସାଜିଲା ଖରାପ ପାଗ
author img

By

Published : Dec 26, 2019, 9:22 PM IST

କଟକ: ସୂର୍ଯ୍ୟ ପରାଗ ଯୋଗୁଁ ଖରାପ ପାଗ ଓ ଆଲୋକ ରଣଜୀ ମ୍ୟାଚରେ ସାଜିଲା ବାଧକ । ଓଡିଶା ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚରେ ବଡ ସ୍କୋରରୁ ବଞ୍ଚିତ ହୋଇଛି ଓଡିଶା ।

ଦ୍ବିତୀୟ ଦିନରେ ଖରାପ ପାଗ ଓ ଆଲୋକ ଯୋଗୁଁ ମାତ୍ର 16.2 ଓଭର ଖେଳିପାରିଥିଲା ଓଡିଶା । ଯେଉଁଥିରେ 3 ୱିକେଟ ହରାଇ ସଂଗ୍ରହ କରିଥିଲା 47 ରନ । ତେବେ ସମୁଦାୟ ଓଡିଶା ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା 6 ୱିକେଟ ହରାଇ ସଂଗ୍ରହ କରିଛି 145 ରନ । ବିପକ୍ଷ ଦଳ ଠାରୁ 28ରନ ଆଗରେ ରହିଛି ।

ପ୍ରଥମ ଦିନରେ ଭ୍ରମଣକାରୀ ଉତ୍ତରାଖଣ୍ଡକୁ 117 ରନରେ ଅଟକାଇଲା ପରେ 3 ୱିକେଟ ହରାଇ 98 ରନ ସଂଗ୍ରହ କରିଥିଲା ଦଳ । କିନ୍ତୁ ଗୁରୁବାର ଖେଳ ଆରମ୍ଭରୁ ହିଁ ପାଗ ଅନୁକୂଳ ହୋଇନଥିଲା । ଯାହା ପାଇଁ ଦ୍ବିତୀୟ ଦିନ ଖେଳ ବାଧାପ୍ରାପ୍ତ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଖରାପ ପାଗ ଓ ଖରାପ ଆଲୋକ ହେଲା କାଳ । ଓଡିଶା ଡ୍ରିମ୍ସ ଗ୍ରାଉଣ୍ଡ ରେ ଖେଳାଯାଉଥିବା ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ରେ ବଡ଼ ସ୍କୋର ରୁ ବଞ୍ଚିତ ହୋଇଛି ଓଡିଶା ।

ଦ୍ୱିତୀୟ ଦିନ ରେ ଖରାପ ପାଗ ଓ ଖରାପ ଆଲୋକ ଯୋଗୁ ମାତ୍ର 16 . 2 ଓଭର ଖେଳିଥିଲା ଓଡିଶା । ଯେଉଁଥିରେ 3 ୱେକେଟ ହରାଇ ସଂଗ୍ରହ କରିଥିଲା 47 ରନ । ତେବେ ସମୁଦାୟ ଓଡିଶା ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା 6 ୱେକେଟ ହରାଇ ସଂଗ୍ରହ କରିଛି 145 ରନ । ଯାହାଦ୍ୱାରା ବିପକ୍ଷ ଦଳ ଠୁ ଅଗ୍ରଣୀ ଲାଭ କରିଛି ।

ଗତକାଲି ପ୍ରଥମ ଦିନରେ ଭ୍ରମଣକାରୀ ଉତ୍ତରାଖଣ୍ଡ କୁ 117 ରନ ରେ ଅଟକାଇଲା ପରେ 3 ୱେକେଟ ହରାଇ 98 ରନ ସଂଗ୍ରହ କରିଥିଲା ଦଳ । କିନ୍ତୁ ଆଜି ଖେଳ ଆରମ୍ଭ ରୁ ହିଁ ପାଗ ଅନୁକୂଳ ହୋଇନଥିଲା । ଯାହା ପାଇଁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ ହୋଇଛି ।

Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.