ETV Bharat / state

ନକଲି ଅତିରିକ୍ତ କ୍ରାଇମବ୍ରାଞ୍ଚ ଏସପି ଗିରଫ - କଟକ

କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ହୋଇ ଲୋକଙ୍କୁ ଲୁଟୁଥିବା ବ୍ୟକ୍ତିକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଅଧିକ ପଢ଼ନ୍ତୁ...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ
author img

By

Published : Oct 26, 2019, 3:40 AM IST

କଟକ: ନିଜକୁ କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୋରୋଡ଼ା ଗ୍ରାମର କାର୍ତ୍ତିକ ରାଉତରାୟ ।

man looting people, using fake id, additional sp, crime branch, fake sp arrested,  chauliaganj police, ନକଲି ଏସପି, ଚାଉଳିଆଗଞ୍ଜ ଥାନା ପୋଲିସ, କଟକ, cuttack
ନକଲି ଅତିରିକ୍ତ କ୍ରାଇମବ୍ରାଞ୍ଚ ଏସପି ଗିରଫ

ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିବା ସହ ତାହାଠାରୁ ୭ ଟି ମୋବାଇଲ ଫୋନ, ୨୧ଟି ସିମ୍ କାର୍ଡ, ୧୪ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୯ଟି ଚେକ୍ ବୁକ୍ ବହି, ୧୨ ଟି ଡ଼େବିଟକାର୍ଡ, ଗୋଟିଏ ସୁନା ଚେନ ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ।

ସୂଚନା ଅନୁଯାୟୀ କାର୍ତ୍ତିକ ନିଜକୁ କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ପରିଚୟ ଦେଇ ଅନେକ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା। କାର୍ତ୍ତିକ ବିରୋଧରେ ଏହି ଭଳି ମାମଲା ପୁର୍ବରୁ ଜଗତସିଂହପୁର, ଭଦ୍ରକ, ଯାଜପୁର ଭଳି ଅନେକ ଜିଲ୍ଲାରେ ରହିଥିଲା। ତେବେ ଶୁକ୍ରବାର ଆଇପିସିର ଧାରା ୪୧୯, ୪୨୦, ୧୭୦, ୪୬୭, ୪୬୮ ରେ କାର୍ତ୍ତିକକୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି କମିସନରେଟ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନିଜକୁ କ୍ରାଇମବ୍ରାଞ୍ଚ ପୋଲିସ ର ଅତିରିକ୍ତ ଏସ୍ପି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଅଭିଯୋଗ ରେ ଅଭିଯୁକ୍ତ ଜଣକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ।ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୋରୋଡା଼ ଗ୍ରାମର କାର୍ତ୍ତିକ ରାଉତରାୟ।ଅଭିଯୁକ୍ତ କାର୍ତ୍ତିକ ଙ୍କୁ ଗିରଫ କରିବା ସହ ତାହାଠାରୁ ୭ ଟି ମୋବାଇଲ ଫୋନ,୨୧ ଟି ସିମ୍ କାର୍ଡ,୧୪ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍,୯ ଟି ଚେକ୍ ବୁକ୍ ବହି,୧୨ ଟି ଡ଼େବିଟକାର୍ଡ,ଗୋଟିଏ ସୁନା ଚେନ୍ ସହ ଅନେକ ଗୁରୁତ୍ବପୂର୍ଣ କାଗଜ ପତ୍ର ଜବତ କରିଛି ପୋଲିସ।
ସୂଚନା ଅନୁଯାୟୀ କାର୍ତ୍ତିକ ନିଜକୁ କ୍ରାଇମବ୍ରାଞ୍ଚ ପୋଲିସ ର ଅତିରିକ୍ତ ଏସ୍ପି ପରିଚୟ ଦେଇ ଅନେକ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଳୁଟୁଥିଲା।କାର୍ତ୍ତିକ ବିରୋଧରେ ଏହିଭଳି ମାମଲା ପୁର୍ବରୁ ଜଗତସିଂହପୁର, ଭଦ୍ରକ ,ଯାଜପୁର ଭଳି ଅନେକ ଜିଲ୍ଲାରେ ରହିଥିଲା।ତେବେ ଆଜି ଚାଉଳିଆଗଞ୍ଜ ଥାନା ପୋଲିସ କାର୍ତିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଆଇପିସି ର ଧାରା ୪୧୯,୪୨୦,୧୭୦,୪୬୭,୪୬୮ ରେ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି କମିଶନରେଟ ପୋଲିସ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.