ETV Bharat / state

ବୁଦା ଭିତରୁ ମୃତ ଶିଶୁ କନ୍ୟା ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 16, 2019, 2:57 PM IST

କଟକ ମାହାଙ୍ଗା ଥାନା ଅଞ୍ଚଳରୁ ମୃତ ଶିଶୁ କନ୍ୟା ଉଦ୍ଧାର । ଶିଶୁଟିକୁ ହତ୍ୟା କରିବା ପରେ ପିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁଣି ଅଲୋଡା ଶିଶୁ କନ୍ୟା । ମାହାଙ୍ଗା ଥାନା ଅନ୍ତର୍ଗତ ଗୁଣୁପୁର ଗାଁରେ ଏକ ମୃତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । 13 ନଂ ୱାର୍ଡର ଏକ ବୁଦା ମୂଳରେ ପଡିଥିବାବେଳେ କେହି ଜଣେ ମାରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଶିଶୁ କନ୍ୟାଟି ପଡିଥିବାର ଦେଖିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି । ସେପଟେ ଏହି ସନ୍ତାନ କାହାର ଜଣାପଡିନଥିବାବେଳେ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅଲଡା ଶିଶୁ କନ୍ୟା।ମାହାଙ୍ଗା ଥାନା ଅନ୍ତର୍ଗତ ଗୁଣୁପୁର ଗ୍ରାମର 13 ନମ୍ବର ୱାର୍ଡ ରେ ଏକ ବୁଦା ମୂଳରେ କଅଁଳ ଶିଶୁ ଟିର ମୃତ ଦେହ ଦେଖିବାକୁ ମିଳିଛି।ଏହି ଶିଶୁଟି କନ୍ୟା ସନ୍ତାନ ବୋଲି ଜଣା ପଡ଼ିଛି।କନ୍ୟା ଶିଶୁଟିକୁ କେହି ମାରି ପକାଇ ଥିବା ଚର୍ଚ୍ଚା ହେଉଛି।
ତେବେ ଶିଶୁ କନ୍ୟାଟିକୁ କିଏ ଆଉ କାହିଁକି ବୁଦା ମୂଳେ ପକାଇଛି,ତାହା ଜଣା ପଡ଼ି ନାହିଁ।

Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.