ETV Bharat / state

ନିଆରା ଢଙ୍ଗରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା, ଆଇସକ୍ରିମ କାଠିରେ ଟି-20 ବିଶ୍ୱକପ ଟ୍ରଫି

author img

By

Published : Oct 23, 2021, 4:02 PM IST

କଟକରେ ଦୃଶ୍ୟମାନ ହୋଇଛି ଏକ ଆଇସକ୍ରିମ କାଠି ବିଶ୍ଵକପ । ଯାହାକୁ ନିର୍ମାଣ କରିଛନ୍ତି ସିଡିଏ ଅଞ୍ଚଳର ମନୋଜ ସାହୁ । ଅଧିକ ପଢନ୍ତୁ :

A cracy cricket fan making T20 World Cup trophy with ice cream Stick
ନିଆରା ଢଙ୍ଗରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା, ଆଇସକ୍ରିମ କାଠିରେ ଟି-20 ବିଶ୍ୱକପ ଟ୍ରଫି

କଟକ: ଆଜିଠୁ ଆରମ୍ଭ ହେଉଛି ଟି-20 ବିଶ୍ବକପ ମହାସମର ସୁପର ୧୨ ପର୍ଯ୍ୟାୟ । ପ୍ରଥମ ଦିନରେ ଦୁଇଟି ବଡ଼ ମୁକାବିଲା ରହିଛି । ସୁପର ୧୨ ପର୍ଯ୍ୟାୟ ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ଓ ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ।

ଆଇସକ୍ରିମ କାଠିରେ ଟି20 ବିଶ୍ୱକପ ଟ୍ରଫି

ଆସନ୍ତାକାଲି ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁପ୍ରତିକ୍ଷିତ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌କୁ ନେଇ ସର୍ବତ୍ର ଉତ୍କଣ୍ଠା ଦେଖିବାକୁ ମିଳୁଛି ।

କଟକରେ ଦୃଶ୍ୟମାନ ହୋଇଛି ଏକ ଆଇସକ୍ରିମ କାଠି ବିଶ୍ଵକପ । ଯାହାକୁ ନିର୍ମାଣ କରିଛନ୍ତି ସିଡିଏ ଅଞ୍ଚଳରେ ରହୁଥିବା ମନୋଜ ସାହୁ । ମୋଟ 50 ଟି ଆଇସକ୍ରିମ କାଠିରେ ତିଆରି ହୋଇଛି ଏହି ବିଶ୍ବକପ ଟ୍ରଫି । ଭାରତକୁ ଚିୟରଅପ୍‌ କରିବା ପାଇଁ ଏହି ଟ୍ରଫି ନିର୍ମାଣ କରିଛନ୍ତି ମନୋଜ । ଏହି ବିଶ୍ବକପ୍‌ରେ ଭାରତ ବିଜୟ ଲାଭ କରୁ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.