ETV Bharat / state

ଚୌଦ୍ୱାରରେ ହେବ ବୋଟିଂ କମ୍ପ୍ଲେକ୍ସ, ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ସଚିବ

କଟକ ଚୌଦ୍ୱାରରେ ହେବ ବୋଟିଂ କମ୍ପ୍ଲେକ୍ସ । ବିରୂପା ନିକଟରେ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

A boating complex will be built in the Chaudhwar area
ଚୌଦ୍ୱାର ଅଞ୍ଚଳରେ ନିର୍ମାଣ ହେବ ବୋଟିଂ କମ୍ପ୍ଲେକ୍ସ, ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ସଚିବ
author img

By

Published : Jan 6, 2021, 10:06 PM IST

କଟକ: କଟକ ଚୌଦ୍ୱାରରେ ହେବ ବୋଟିଂ କମ୍ପ୍ଲେକ୍ସ । ଏନେଇ ସ୍ଥାନ ବି ଚିହ୍ନଟ ହୋଇସାରିଲାଣି । ବିରୂପା ନିକଟରେ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି । ଗୋଟିଏ ଜାଗାରେ ପ୍ରାୟ ୪୦ ଏକର ଏବଂ ଅନ୍ୟଟିରେ ୩୮ ଏକର ଜମି ଚିହ୍ନଟ ହୋଇସାରିଛି ।

ଚୌଦ୍ୱାର ଅଞ୍ଚଳରେ ନିର୍ମାଣ ହେବ ବୋଟିଂ କମ୍ପ୍ଲେକ୍ସ, ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ସଚିବ

ଏହି ପ୍ରକଳ୍ପର କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ତେବେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ଜଳସମ୍ପଦ ସଚିବ ଅନୁଗର୍ଗ, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, କଟକ ଚୌଦ୍ୱାର ବିଧାୟକ, କଟକ ଜିଲ୍ଳାପାଳଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । ଉକ୍ତ ଅଞ୍ଚଳରେ ଥିବା ବସ୍ତିର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.