ETV Bharat / state

3ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ

ଚାଉଳିଆଗଞ୍ଜ ଅଞ୍ଚଳରେ 3ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

author img

By

Published : Oct 20, 2019, 5:39 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଟକ: ସିଲଭରସିଟିର ଚାଉଳିଆଗଞ୍ଜ ଅଞ୍ଚଳରେ 3ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ସିଲଭରସିଟି ରେ ଚାଞ୍ଚଲ୍ୟ । ଚଉଳିଆଗଞ୍ଜ ଅଞ୍ଚଳରେ 3ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିଶୁ କନ୍ୟା SCB ରେ ଭର୍ତ୍ତି। ଚଉଳିଆଗଞ୍ଜ ଥାନା ରେ ମାମଲା ରୁଜ୍ଜୁ। ଅଭିଯୁକ୍ତ ନାବାଳକ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ। Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.