ETV Bharat / state

ଜମିବାଡିକୁ କେନ୍ଦ୍ରକର ପାରିବାରିକ ବିବାଦ, 3 ଆହତ

ଜମିବାଡି ବିବାଦକୁ ନେଇ ମାହାଙ୍ଗାରେ ହଣାକଟା । ଗଣ୍ଡଗୋଳରେ ଗୋଟିଏ ପରିବାରର 3 ଭାଇ ଗୁରୁତର ହୋଇଥିବା ସୂଚନା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

author img

By

Published : Sep 15, 2019, 2:08 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ

କଟକ: ପାରିବାରିକ ଜମିବାଡି ବିବାଦକୁ ନେଇ ହଣାକଟା । ମାହାଙ୍ଗା ପୋଡାମରାଇ ଅଲିଆରା ଗ୍ରାମରେ ଗଣ୍ଡଗୋଳ ଯୋଗୁଁ ବାପା ସହ 3 ଭାଇ ଗୁରୁତର l ଗୁରୁତରଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜମିବାଡିକୁ କେନ୍ଦ୍ର କରି ଗୋଟିଏ ପରିବାରର ବାପା ଓ ପୁଅମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ 4 ଦିନ ତଳେ ଉଭୟଙ୍କ ମଧ୍ୟରେ ଏନେଇ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଉଭୟ ପକ୍ଷରୁ ମାହାଙ୍ଗା ଥାନାରେ ଏତଲା ଦିଆଯାଇଥିଲା l ତେବେ ଶନିବାର ସନ୍ଧ୍ୟାରେ ଏହି ଗଣ୍ଡଗୋଳ ପୁଣି ଉଗ୍ର ରୂପ ନେଇଥିଲା l ଭୁଜାଲି ଓ ଫାର୍ସାରେ ଉଭୟ ଉଭୟଙ୍କ ମଧ୍ୟରେ ଚାଲିଥିଲା ଖଣ୍ଡ ଯୁଦ୍ଧ l କାହାର ହାତ ତ ଆଉ କାହାର ମୁଣ୍ଡ ଏପରି କି ଦେହର ଅନେକ ସ୍ଥାନରେ ଆଘାତ ଲାଗିଛି l

ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା ପାଇଁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ଆମ୍ବୁଲାନ୍ସ ମlଧ୍ୟମରେ ପଠାଇଥିଲେ । ମାହାଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସୁରକ୍ଷିତ ଭାବେ ମେଡିକାଲକୁ ନେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପାରିବାରିକ ଜମିବାଡି ବିବାଦକୁ ନେଇ ହଣାକଟା । ବାପା ସହ ତିନି ଭାଇ ଗୁରୁତର l ଗୁରୁତର ଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ କୁ ଆମ୍ବୁଲାନ୍ସ ରେ ସ୍ଥାନାନ୍ତର କରାଯାଇଛି l ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୋଡାମରାଇ ଅଲିଆରା ଗ୍ରାମରେ।
ସୂଚନା ଅନୁଯାୟୀ ଜମିବାଡ଼ି କୁ କେନ୍ଦ୍ରକରି ଗୋଟିଏ ପରିବାର ର ବାପା ଓ ପୁଅ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ 4 ଦିନ ତଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।ଉଭୟ ପକ୍ଷରୁ ମାହାଙ୍ଗା ଥାନାରେ ଏତଲା ଦିଆଯାଇଥିଲା l ତେବେ ଆଜି ସନ୍ଧ୍ୟାରେ ପୁଣି ଉଗ୍ରରୂପ ନେଇଥିଲା ଉଭୟଙ୍କ ଗଣ୍ଡଗୋଳ l ଭୁଜାଲି ଓ ଫାର୍ସା ରେ ଉଭୟ ଉଭୟଙ୍କ ମଧ୍ୟରେ ଚାଲିଥିଲା ଖଣ୍ଡ ଯୁଧ୍ୟ l କାହାର ହାତ ତ ଆଉ କାହାର ମୁଣ୍ଡ ଏପରିକି ଦେହର ଅନେକ ସ୍ଥାନରେ କ୍ଷତ ବିକ୍ଷେତ ହୋଇଛି l ଗ୍ରାମବାସୀ ମାନେ ପହଞ୍ଚି ଆହତଙ୍କ ଚିକିତ୍ସା ପାଇଁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ କଟକ ବଡ ମେଡିକାଲ କୁ ଆମ୍ବୁଲାନ୍ସ ମlଧ୍ୟମରେ ପଠାଯାଇଥିଲା।ମାହାଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ମେଡ଼ିକାଲ କୁ ନିଆଯାଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.