ETV Bharat / state

କଟକରେ ତିନୋଟି ସ୍ଥାନରେ ଦୁର୍ଘଟଣା, 3 ମୃତ

author img

By

Published : Sep 24, 2019, 10:18 AM IST

ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳରେ ତିନୋଟି ସ୍ଥାନରେ ଦୁର୍ଘଟଣା ଘଟି ତିନିଜଣ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳରେ ତିନୋଟି ସ୍ଥାନରେ ଦୁର୍ଘଟଣା ଘଟି ତିନିଜଣ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଆଠଗଡ-ମୁଣ୍ଡଳୀ ରାସ୍ତାର ବେତଖୋଲି ଛକ ନିକଟରେ ବୋଲେରୋ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ ଘଟିବା ସହ ଜଣେ ଗୁରୁତର ଆହତ । ସେମାନଙ୍କ ଘର କଟକ ବିଡାନାସୀ ଅଞ୍ଚଳର ହୋଇଥିବାବେଳେ ମୃତକଙ୍କ ନାମ ସୋମ୍ୟା ଦାସ ଓ ଆହତଙ୍କ ନାମ ଅମିଷା ସାହୁ୍ ବୋଲି ସୂଚନା ମିଳିଛି । ତେବେ ସୋମ୍ୟା ଓ ତାଙ୍କ ବନ୍ଧୁ କଟକରୁ ସ୍କୁଟିରେ ମାମୁଁ ଘର ବେଣ୍ଟପଦା ଆସୁଥିବାବେଳେ ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଧୂରୁଷିଆ ପଞ୍ଚାୟତ ବାଲିସିକିରି ଗ୍ରାମ ଛକ ନିକଟରେ ଟ୍ରକ, ସ୍କୁଟି ଚାଳକଙ୍କ ଉପରେ ଚଢିଯିବାରୁ ଚାଳକଙ୍କ ମୃତୁ ଘଟିଛି । ମୃତକ ଜଣଙ୍କ ଅନନ୍ତପୁର ଗ୍ରାମର ସନ୍ତୋଷ କୁମାର ସାହୁ । ସେପଟେ ତିଗିରିଆ ଥାନା ଶୁଣ୍ଠିପାଳ ଗ୍ରାମରେ ଏକ ଦୁର୍ଘଟଣା ଘଟିଛି । ପୋଖରୀରେ ଗାଧୋଉଥିବା ସମୟରେ ଗୋଡ ଖସି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତକ ରାଜା ପଣ୍ଡା ହୋଇଥିବାବେଳେ ତା ବୟସ 11 ବର୍ଷ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ଆଠଗଡ ଥାନା ଓ ତିଗିରିଆ ଥାନା ଅଞ୍ଚଳରେ ତିନି ତିନୋଟି ଘଟଣା ଘଟି ତିନିଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି। ଆଠଗଡ ରୁ ମୁଣ୍ଡଳୀ ଯିବା ରାସ୍ତା ବେତଖୋଲି ଛକ ନିକଟରେ ବୋଲେରୋ ଗାଡି ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହାତଙ୍କ ଘର କଟକ ବିଡାନାସୀ ଅଞ୍ଚଳର ବୋଲି ଜଣାପଡିଛି।ମୃତକ ହେଉଛାନ୍ତି ସୋମ୍ୟା ଦାସ ।ଆହାତ ଜଣଙ୍କ ହେଉଛନ୍ତି ଅମିଷା ସାହୁ୍।ଦୁର୍ଘଟଣା ଘଟାଇ ବୋଲେରୋ ଗାଡି ଫେରାର ହୋଇଯାଇଛି।ସ୍ବୈମ୍ୟା ଦାସ ଓ ତାଙ୍କ ସାଙ୍ଗ କଟକରୁ ଏକ ହୋଣ୍ଡା ଆକ୍ଟିଭା ଗାଡିରେ ମାମୁଁ ଘର ବେଣ୍ଟପଦା ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ସେହିପରି ତିଗିରିଆ ଥାନା ଅନ୍ତର୍ଗତ ଶୁଣ୍ଠିପାଳ ଗ୍ରାମର ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ପୋଖରୀରେ ବୁଡି ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ରାଜା ପଣ୍ଡା ତାଙ୍କ ବୟସ ୧୧ ବର୍ଷ ।ରାଜାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ଆଠଗଡ ଥାନା ଅନ୍ତର୍ଗତ ଧୂରୁଷିଆ ପଞ୍ଚାୟତ ବାଲିସିକିରି ଗ୍ରାମ ଛକ ନିକଟରେ ଏକ ଟ୍ରକ ସ୍କୁଟି ଚାଳକଙ୍କ ଉପରେ ଚଢିଯିବାରୁ ଚାଳକଙ୍କ ମୃତୁ ଘଟିଛି।ମୃତକ ହେଉଛନ୍ତି ସନ୍ତୋଷ କୁମାର ସାହୁ।ତାଙ୍କ ଘର ଅନନ୍ତପୁର ଗ୍ରାମର ବୋଲି ଜଣାପଡିଛି।ସେ ଟିଏସ ଆଲୋଏଜ କାରାଖାନା ରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚଢିଯାଇଥିଲା।ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.