କଟକ: ଆଠଗଡ଼ ଏନଏସସିର ୧୮ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆସନ୍ତା ଗୁରୁବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜଣେ ମେଡ଼ିସିନ ଦୋକାନୀ କaରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।
ଆଠଗଡ଼ ଏସଡିପିଓ ଓ ତାଙ୍କ ଡ୍ରାଇଭର ସମେତ ୫ ଜଣ ପୋଲିସ କର୍ମଚାରୀ କaରୋନା ପଜେଟିଭ ଚିହ୍ନଟ ହେବା ପରେ ଜଣେ ମେଡ଼ିସିନ ଦୋକାନୀ ତାଙ୍କ ସଂସ୍ପର୍ଶ ରେ ଆସିଥିଲେ। ତେବେ ସମ୍ପୃକ୍ତ ମେଡ଼ିସିନ ଦୋକାନୀ ହୋମ କ୍ବାରଣ୍ଟାଇନ ରୁ ବାହାରି ଆଠଗଡ଼ ଏନଏସସିର ପାଖାପାଖି ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି। ତେବେ ଉକ୍ତ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ୧୮ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ କେହି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ଉକ୍ତ ଅଞ୍ଚଳକୁ କୌଣସି ବାହାର ଲୋକ ପ୍ରବେଶ କରି ପାରିବେ ନାହିଁ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
ଆଠଗଡ଼ ଏନଏସସିର ୧୮ ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷିତ
ଆଠଗଡ଼ ଏନଏସସିର ୧୮ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆସନ୍ତା ଗୁରୁବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।