ETV Bharat / state

କଟକରେ କୋରୋନା ଆତଙ୍କ, ୧୬ ପଜିଟିଭ ଚିହ୍ନଟ - କଟକରେ କୋରୋନା ଆତଙ୍କ

ଶନିବାର ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ବଡ ମେଡିକାଲର ସର୍ବାଧିକ ରହିଛନ୍ତି । ଏଠାରୁ 8 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକରେ କୋରୋନା ଆତଙ୍କ, ୧୬ ପଜିଟିଭ ଚିହ୍ନଟ
କଟକରେ କୋରୋନା ଆତଙ୍କ, ୧୬ ପଜିଟିଭ ଚିହ୍ନଟ
author img

By

Published : Jul 11, 2020, 10:47 PM IST

କଟକ: ଜିଲ୍ଲାରେ କୋରୋନା ଆତଙ୍କ ଜାରି ରହିଛି । ଶନିବାର ୧୬ଟି ନୂଆ ମାମଲା ବାହାରିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ବଡ ମେଡିକାଲର ସର୍ବାଧିକ ରହିଛନ୍ତି । ଏଠାରୁ 8 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ମହାନଗର ନିଗମରୁ 7 ଜଣ ଏବଂ ବେଣ୍ଟକାରରୁ ଜଣେ ଆକ୍ରାନ୍ତ ସ୍ପଷ୍ଟ ହୋଇଛି ।

ପଜିଟିଭ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ଚିହ୍ନଟ ସବୁ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରର ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.