ETV Bharat / state

କଟକରେ ତ୍ବରିତ ହେବ ପାନୀୟ ଜଳ ଯୋଗାଣ

author img

By

Published : Sep 15, 2021, 6:47 PM IST

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 11 ତମ ଜିଲ୍ଲା ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାର ପ୍ରମୁଖ ପାନୀୟ ଜଳ ଯୋଗାଣ ଦିଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଜିଲ୍ଲାରେ ପାନୀୟ ଜଳ ଯୋଗାଣ ହେବ ତ୍ୱରିତ
ଜିଲ୍ଲାରେ ପାନୀୟ ଜଳ ଯୋଗାଣ ହେବ ତ୍ୱରିତ

କଟକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 11 ତମ ଜିଲ୍ଲା ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାର ପ୍ରମୁଖ ପାନୀୟ ଜଳ ଯୋଗାଣ ଦିଗରେ ଆଲୋଚନା ହୋଇଛି । କିପରି ପ୍ରତିଟି ବ୍ଲକରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ପାରିବ, ସେନେଇ ପ୍ରତି ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପରିଷଦ ଅଧ୍ୟକ୍ଷା ।

ଜିଲ୍ଲାରେ ପାନୀୟ ଜଳ ଯୋଗାଣ ହେବ ତ୍ୱରିତ

ଏହାସହ ଜିଲ୍ଲାରେ 3 ଦିନ ଧରି ପ୍ରବଳ ବର୍ଷାରେ କ୍ଷୟକ୍ଷତିର ଆକଳନ ମଧ୍ୟ କରିଥିଲେ ଅଧ୍ୟକ୍ଷା । ତେବେ ଚଳିତ ବର୍ଷ ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ଆହୁରି ଅଗ୍ରଗତି ହେବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପରିଷଦ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.