ETV Bharat / state

ଉଚ୍ଚଶିକ୍ଷା ବିଭାଗର ଅଡିଟରଙ୍କ ଘରେ ଭିଜିଲାନ୍ସର ଚଢାଉ

ଉଚ୍ଚଶିକ୍ଷା ବିଭାଗ ଅଡିଟର ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସର ଚଢାଉ । ବେଆଇନ ଅର୍ଥ ଠୁଳ ଅଭିଯୋଗରେ ଚଢାଉର ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 13, 2019, 12:10 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଡିଟର ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଚଢାଉ କରିଥିବା ନେଇ ସୂଚନା ମିଳିଛି ।

ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀ ସଚିବାଳୟରେ କାମ କରୁଥିବା ବେଳେ ୟୁନିଟ ୧ ସ୍ଥିତ ପ୍ଲଟ ନମ୍ବର ଆଇଭିଆର ୨/୨ ସହ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ଉଚ୍ଚଶିକ୍ଷା ବିଭାଗରେ ଅନେକ ବେଆଇନ ଅର୍ଥ ଉପାର୍ଜନ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଉଚଶିକ୍ଷା ବିଭାଗ ଅଡିଟର ସୁର୍ଯଚନ୍ଦ୍ର ତ୍ରିପାଠି ଘରେ ଭିଜିଲାନସ ରେଡ

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗର ଭିଜିଲାନସ ରେଡ। ଉଚଶିକ୍ଷା ବିଭାଗ ଅଡିଟର ସୁର୍ଯଚନ୍ଦ୍ର ତ୍ରିପାଠିଙ୍କ ଘରେ ରେଡ କରିଛି ଭିଜିଲାନସ ଟିମ। ୟୁନିଟ ୧ ସ୍ଥିତ ପ୍ଲଟ ନମ୍ବର ଆଇଭିଆର ୨/୨ ସହ ମୋଟ ୫ଟି ସ୍ଥାନରେ ରେଡ କରିଛି ଟିମ। ତେବେ ସୁର୍ଯଚନ୍ଦ୍ର ତ୍ରିପାଠି ସେକ୍ରେଟାରିୟଟରେ କାମ କରନ୍ତି। ଉଚଶିକ୍ଷା ବିଭାଗରେ ଅନେକ ବେଆଇନ ଅର୍ଥ ଉପାର୍ଜନ କରିଥିବା ଭିଜିଲାନସ ନିକଟରେ ଅଭିଯୋଗ ହୋଇଥିଲା ଯାହାକୁ ନେଇ ଭିଜିଲାନସ ରେଡ ଜାରି ରଖିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.