ETV Bharat / state

ଅପେକ୍ଷା କଲେ କେନ୍ଦ୍ରମନ୍ତ୍ରୀ , ଆସିଲେନି ମୁଖ୍ୟ ଶାସନ ସଚିବ

author img

By

Published : Feb 23, 2019, 2:20 PM IST

କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକକୁ ଆସିଲେନି ଶାସନ ସଚିବ । ଦୁଇ ଦିନ ପୂର୍ବରୁ ଅବଗତ କରାଯାଇଥିଲା । ହେଲେ ବୈଠକକୁ କାହିଁକି ଆସେଲିନେ ସେ ନେଇ ଶାସନ ସଚିବଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଯୋଜାନର ସମୀକ୍ଷା ବୈଠକକୁ ଆସିଲେନି ମୁଖ୍ୟ ଶାସନ ସଚିବ । ସକାଳ ୯ଟାରୁ ୧୦ଟା୪୫ ଯାଏ ଅପେକ୍ଷା କରି ଶେଷରେ ଏନ.ଏଚ୍ ଅଧିକାରୀ ,ଗେଲ୍, ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ସରକାରଙ୍କ କଣ ଯୋଜନା କାର୍ଯ୍ୟକାରୀ ହେଉଛି , କେଉଁ କାରଣ ପାଇଁ କାମ ଅଟକିଛି ସେନେଇ କେନ୍ଦ୍ର ମନ୍ତ୍ରୀଙ୍କ ଅଫିସ ପକ୍ଷରୁ ମୁଖ୍ୟ ଶାସନ ସିଚିବଙ୍କୁ ସମୀକ୍ଷା ପାଇଁ ଡକାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ ,କେନ୍ଦ୍ର ସରକାରଙ୍କ ଦ୍ଵାରା ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାମ ଓଡ଼ିଶାରେ ବିଳମ୍ବ ହେଉଛି । ରେଳବାଇ ହେଉ ଅବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତୀ ବିଳମ୍ବ ହେଉଥିବା ସେ କହିଛନ୍ତି । ବିକାଶ କାମରେ ସରକାରୀ ବାବୁ ବ୍ୟସ୍ତ ଥିବାରୁ ବୈଠକକୁ ଆସିପାରୁନଥିବା କଟାକ୍ଷ କରି କହିଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ଦୁଇ ଦିନ ପୂର୍ବରୁ ବୈଠକରେ ଯୋଗ ଦେବା ପାଇଁ ଚିଠି ଲେଖାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ଅପେକ୍ଷା କଲେ କେନ୍ଦ୍ର ମନ୍ତ୍ରୀ , ଆସିଲେନି ମୁଖ୍ୟ ଶାସନ ସଚିବ

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.