ETV Bharat / state

ଟିକେଟ ନମିଳିବାରୁ ବିଜେପି କାର୍ଯ୍ୟାଳୟ ଘେରିଲେ ସମର୍ଥକ

ଟିକେଟ ନମିଳିବାରୁ କିଛି ସମର୍ଥକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ଏକାମ୍ର ଭୁବନେଶ୍ବର ପାଇଁ ଆଶାୟୀ ପ୍ରାର୍ଥୀ ଥିବା ଅମୀୟ ଦାସଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି ତୀବ୍ର ଅସନ୍ତୋଷ ।

author img

By

Published : Mar 22, 2019, 4:25 AM IST

Updated : Mar 22, 2019, 9:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟିକେଟ ନମିଳିବାରୁ କିଛି ସମର୍ଥକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ସୂଚନା ଅନୁଯାୟୀ ଗୁରୁବାର ବିଜେପିର କେନ୍ଦ୍ରୀୟ କମିଟି ବୈଠକରେ ରାଜ୍ୟର 100 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ଏକାମ୍ର ଭୁବନେଶ୍ବର ପାଇଁ ଆଶାୟୀ ପ୍ରାର୍ଥୀ ଥିବା ଅମୀୟ ଦାସଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି ତୀବ୍ର ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅମୀୟ ଦାସଙ୍କ ସମର୍ଥକମାନେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି । ଅମୀୟ ଦାସଙ୍କ ସମର୍ଥକମାନଙ୍କୁ ବୁଝାଇବାକୁ ଯାଇ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କିନ୍ତୁ ସମୀର ମହାନ୍ତିଙ୍କ ବୁଝାସୁଝା ପରେ ବି ଅରାଜି ହୋଇ ଅମୀୟ ଦାସଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ ସମର୍ଥକ । ଫଳରେ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସହ ଉପସଭାପତି ସମୀର ମହାନ୍ତିଙ୍କ ଘର ଉପରେ ମଧ୍ୟ ଅମୀୟଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି ।

ପ୍ରକାଶ ଯେ ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗୁରୁବାର ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଏକାମ୍ର ଭୁବନେଶ୍ବର ପାଇଁ ଅମୀୟ ଦାସଙ୍କ ବଦଳରେ ବାବୁ ସିଂଙ୍କ ନାମ ରହିଥିଲା । ଫଳରେ ଅମୀୟଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

RESTRICTION SUMMARY: AP CLIENTS ONLY
SHOTLIST:
ASSOCIATED PRESS - AP CLIENTS ONLY
ARCHIVE: Janzour, a suburb of Tripoli, Libya - 14 September 2018
1. Various of migrants in yard at detention centre
2. Migrants receiving small food parcels
3. Various of blue bags with clothes being distributed
ASSOCIATED PRESS – AP CLIENTS ONLY
Skype call via Tunis, Tunisia - 20 March 2019
4. SOUNDBITE (English) Sam Turner, head of Doctors Without Borders in Tunisia:
"Over the last two years we've noticed that food provision in detention centres is a major issue. In the Sabaa detention centre, we received increasing reports from the people detained there over the last couple of months, that food provision was extremely poor. In January and February people were telling us through medical consultations, through mental health consultations that they were only receiving one meal every two days, at times. And what they were receiving was incredibly poor."
ASSOCIATED PRESS - AP CLIENTS ONLY
ARCHIVE: Janzour, Libya - 14 September 2018
5. Various of cook preparing meal for migrants
ASSOCIATED PRESS - AP CLIENTS ONLY
Skype call via Tunis, Tunisia - 20 March 2019
6. SOUNDBITE (English) Sam Turner, head of Doctors Without Borders in Tunisia:
"The EU policies that are put in place to address migration, and to prevent people from arriving on European shores, are directly resulting in people being held in these conditions in Libya. It is an extremely cynical approach to managing a migration challenge, that the European continent has been facing. And the cost is human lives."
ASSOCIATED PRESS - AP CLIENTS ONLY
ARCHIVE: Janzour, Libya - 14 September 2018
7. Rice meal being served on yard
8. Various of migrants eating
STORYLINE:
A representative from Doctors Without Borders has said dozens of migrants are suffering from malnutrition in a detention centre in Tripoli.
According to the international organisation, over 300 people - including more than 100 children - are currently being held in the Sabaa detention centre in the Libyan capital.
Speaking to the Associated Press on Wednesday, Sam Turner, head of Doctors Without Border's Tunisia mission, said that people inside Sabaa do not receive food on a daily basis.
"In January and February people were telling us through medical consultations, through mental health consultations, that they were only receiving one meal every two days, at times. And what they were receiving was incredibly poor," Turner said over Skype.
According to Doctors Without Borders, around 75 detainees in Sabaa are malnourished or underweight, with children significantly more likely to suffer moderate or severe malnutrition.
The charity's head of emergencies has urged Libyan authorities to release those held in Sabaa, almost half of whom have been detained for six months or more.
Libya was plunged into chaos after the 2011 uprising that toppled and later killed longtime ruler Moammar Gadhafi, and has since emerged as a major transit point for migrants fleeing war and poverty in Africa and the Middle East to seek a better life in Europe.
In recent years, European countries have provided training and funds to Libyan authorities to reduce hazardous sea crossings, which have claimed thousands of lives - but some critics say those efforts leave the migrants trapped in Libya.
And once detained, the migrants are placed within an under-equipped detention system, and can find themselves in the crossfire of ongoing fighting between opposing miltias.
During a visit to one center in Janzour, a suburb of Tripoli, in September of last year, one official said they were struggling to provide enough food and shelter for the migrants.
Turner said he believes existing EU policies on migration can directly result in placing and keeping people under conditions like those Sabaa.
"It is an extremely cynical approach to managing a migration challenge, that the European continent has been facing. And the cost is human lives," he said.
According to Doctors Without Borders an estimated 670,000 migrants are in Libya, including 5,700 held in detention centres, where they are regularly exposed to human rights abuses.
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
Last Updated : Mar 22, 2019, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.