ETV Bharat / state

ଶହୀଦ 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ । ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : Feb 15, 2019, 4:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ୱର: ପୁଲୱାମା ଆତଙ୍କୀ ହମଲାରେ ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶହୀଦ ପରିବାରଙ୍କୁ ନବୀନ ସମବେଦନା ଜଣାଇଛନ୍ତି । ଏହାସହ ଏହି ହମଲାକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।
undefined

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ଣରେ ଜମ୍ମୁକାଶ୍ମୀର ପୁଲଓ୍ୱାମାରେ ହୋଇଥିଲା ଆତଙ୍କୀ ହମଲା । ଏଥିରେ 46 ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଏକାଧିକ ଗୁରୁତର ହୋଇ ଆର୍ମୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଶହୀଦଙ୍କ ମଧ୍ୟରେ ଦୁଇଜଣ ଓଡିଆ ଯବାନ ରହିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ସ୍ଲଗ- ବାଲେଶ୍ୱର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଧାୟକ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 14/02/2019
ଆଙ୍କର- ଗତକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବହୁ ପକଳ୍ପ ଉଦଘାଟନ କରିଛନ୍ତି। ଏହାକୁ ନେଇ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶେଷ କରି ବାଲେଶ୍ୱର ବାସୀଙ୍କ ପାଇଁ ସୁବର୍ଣ୍ଣରେଖା ବନ୍ଦର ଶିଳାନ୍ୟାସ ଓ ତାମୂଳିଆ ଓଭରବ୍ରିଜ ସହ ପଂଚୁପଡ଼ା ସେତୁର ଉଦଘାଟନ ବେଶ ଉପଯୋଗୀ। ପଂଚୁପଡ଼ା ସେତୁ ପାଇଁ ଅନେକ ପଞ୍ଚାୟତ ଲୋକ ଉପକୃତ ହେବେ। ଏହାଦ୍ଵାରା ବାଲେଶ୍ୱରରେ ବାଣିଜ୍ୟିକ ବିକାଶ ହେବ ବୋଲି ବିଧାୟକ କହିଛନ୍ତି। ଏହାସହ ରିଂରୋଡ଼ ଓ ବିଭିନ୍ନ ପ୍ରକଳ୍ପକୁ ନେଇ ବିଧାୟକ ଖୁସି ବ୍ୟକ୍ତ କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.