ETV Bharat / state

'ଟିକେଟ ନମିଳିଲେ ବି ବିଜେଡି ଛାଡିବିନି'

ବାରିପଦାରୁ ଦୁଇ ଦୁଇ ଜିତି ଉପବାଚସ୍ପତି ହୋଇଥିବା ସାନନ୍ଦ ମାରାଣ୍ଡିଙ୍କ ନାମ ଘୋଷଣା ହୋଇନଥିବା ବେଳେ ବିଜେଡି ଟିକେଟ ନ ଦେଲେ ବି ଦଳରେ ରହିବେ ବୋଲି କହିଛନ୍ତି ସାନନ୍ଦ ।

author img

By

Published : Mar 30, 2019, 3:10 PM IST

ଫଟୋ ସୌଜନ୍ୟ: ବ୍ୟୁର ଚିଫ୍, ଭୁବନେଶ୍ବର

ଭୁବନେଶ୍ୱର: ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ଟିକେଟ ମିଳିବା ନେଇ ଦେଖାଦେଇଛି ଅନିଶ୍ଚିତତା। ବାରିପଦା ବିଜେଡିରୁ ଦୁଇ ଦୁଇ ଥର ଜିତି ଉପବାଚସ୍ପତି ହୋଇଥିବା ମାରାଣ୍ଡିଙ୍କ ନାମ ଏଯାଏ ଦଳ ଘୋଷଣା କରିନାହିଁ । ବାରିପଦା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଟିକେଟ ନ ମିଳିଲେ ବି ବିଜେଡିରେ ରହିବେ ବୋଲି କହିଛନ୍ତି ସାନନ୍ଦ ।

ଭିଡିଓ ସୌଜନ୍ୟ: ବ୍ୟୁର ଚିଫ୍, ଭୁବନେଶ୍ବର

ତୃତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଲୋକସଭାର ସମସ୍ତ 7ଟି ବିଧାନସଭା ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ଆସନ୍ତା 2ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ଦିନ । କିନ୍ତୁ ଏଯାଏ ବାରିପଦା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କିନ୍ତୁ ସେ ନବୀନଙ୍କ ଆସ୍ଥାଭାଜନ ହେବେ ବୋଲି ଆଶା ପ୍ରକାଶ କରିବା ସହ ଦଳରେ ରହିବେ ବୋଲି କହିଛନ୍ତି ।

2004 ପର୍ଯ୍ୟନ୍ତ ବାରିପଦା ଆସନ ଜେଏମଏମର ବିମଳ ଲୋଚନ ଦାସଙ୍କ ଦଖଲରେ ଥିଲା । ଏହା ପରେ 2009 ଓ 2014ରେ ଲଗାତାର ଦୁଇ ଥର ଉପବାଚସ୍ପତି ହୋଇଛନ୍ତି ସାନନ୍ଦ ମାରାଣ୍ଡି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

SLUG — CONGRESS WORKER JOINED BJP
FORMAT — AVB
REPORTER — HARIHARA PATNAIK
PLACE — GAJAPATI
DATE — 28.03.2019
ଭିଓ — ଗଜପତି ଜିଲ୍ଲା  ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବଢୁଛି ବିଜେପି ପ୍ରତି ଲୋକଙ୍କ ସମର୍ଥନ  । ଆଜି ଉପଲଡା ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି  । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଏବଂ ବିଜେପି ଜିଲ୍ଲାସଭାପତି ଜି ,ଭେଙ୍କଟରାମଣାଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି । ଉପଲଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଏଲ. ରାଣିଆମ୍ମା ଓ ୱାର୍ଡସଭ୍ୟ ଏସ.ପପି  ନାଇଡୁ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି  । ଉପଲଡା ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଏମାନେ ପ୍ରଧାନମନ୍ତ୍ର ବକାଶଧରାରେ  ଅନୁପ୍ରାଣିତ ହୋଇ ଏବଂ ନାରାୟଣ ରାଓଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ସାମିଲ ହୋଇଥିବା ବେଳେ ଦଳ ପାଇଁ ଅନେକ ସହାୟକ ହେବ ବୋଲି ନାରାୟଣ କହିଛନ୍ତି  । .................
ବାଇଟ୍ — କେ ନାରାୟଣ ରାଓ (ବିଜେପି ପ୍ରାର୍ଥୀ, ପାରଳାଖେମୁଣ୍ଡି )  
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.