ETV Bharat / state

ବାତ୍ୟା ପୂର୍ବରୁ ଚାଲିଛି ରିଲିଫ ପ୍ୟାକିଂ, ଖାଦ୍ୟ ସାମଗ୍ରୀ ମହଜୁଦ - Prepared

ସମ୍ଭାବ୍ୟ ବାତ୍ୟା ଫନି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ରିଲିଫ ପ୍ରସ୍ତୁତି । ମହଜୁତ କରାଯାଉଛି ରିଲଫ ପୁଡିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 2, 2019, 2:43 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଫନି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ରିଲିଫ ପ୍ରସ୍ତୁତି । ମହଜୁଦ କରାଯାଉଛି ରିଲଫ ପୁଡିଆ । ଚୁଡା, ଗୁଡ, ବିସ୍କୁଟ,ପାଣି ବୋତଲ, ମହମବତି, ଡିଆସିଲି ଆଦି 6ଟି ଖାଦ୍ୟ ସାମଗ୍ରୀ ଏକାଠି ପ୍ୟାକିଂ କରି ରଖାଗଲାଣି । ବାତ୍ୟାକୁ ପୂର୍ବରୁ ତୟାର ରହିଛି ପ୍ରଶାସନ ।

ପଲିଥିନର ବ୍ୟବହାର କରି ପୁଡିଆ ପ୍ୟାକିଂ କରାଯାଉଛି । ଯଦି ଆଗକୁ ସେପରି କୌଣସି ସମସ୍ୟା ଉପୁଜିବ ତେବେ ଆକାଶ ମାର୍ଗରୁ ତାହାକୁ ପକାଇଲେ ମଧ୍ୟ ଫାଟିବ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସେଥିପାଇଁ ଓରମାସ ପକ୍ଷରୁ ଏ ସମସ୍ତ ପୁଡିଆ ପ୍ରସ୍ତୁତ କରାଯାଉଛି । ପରିସ୍ଥିତି ଅଣାୟତ ହେଲେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.