ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତିନିଦଳର ବାକଯୁଦ୍ଧ ଆରମ୍ଭ

କଂଗ୍ରେସ ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛି ବିଜେପି। ଦେଶରେ ଦୃଢ଼ ସରକାର ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଚାହୁଁ ନଥିବା କହିଛି ବିଜେପି।

author img

By

Published : Mar 25, 2019, 11:24 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: କଂଗ୍ରେସ ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛି ବିଜେପି। ଦେଶରେ ଦୃଢ଼ ସରକାର ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଚାହୁଁ ନଥିବା କହିଛି ବିଜେପି। ବିଜୁ ଜନତା ଦଳ କ୍ୟାମ୍ପେନିଂ ଆରମ୍ଭ କରିଛି ନୟାଗଡ଼ରୁ। ଓଡ଼ିଶାରୁ ବିଜେଡ଼ି ଲୋକସଭା ୨୧ରୁ ୨୧ ଟି ଲୋକସଭା ଆସନ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

କେନ୍ଦ୍ରରେ ଝୁଲା ସରକାର ହେବ ଯେଉଁଥିରେ ବିଜୁ ଜନତା ଦଳ କିଙ୍ଗ ମେକରଭୂମିକା ଗ୍ରହଣ କରିବା ସହ କେନ୍ଦ୍ରରେ ଏକ ଦୃଢ଼ ସରକାର ଗଠନକୁ ନେଇ ଚାହୁଁନଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। କିଛି ଦିନ ତଳେ କଂଗ୍ରେସର ସାମ୍ ପିତ୍ରୋଡା କହିଥିଲେ, ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଆଟାକ୍ କରିବାର ନଥିଲା। କିଛି ବର୍ଷ ତଳେ ପିତ୍ରୋଡା ବିଜେଡ଼ି ଦଳର ଭିତିରିଆ ସଲାସୁତୁରା କଂଗ୍ରେସ ସହ କମ୍ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି।

ବିଜୁ ଜନତା ଦଳ ବଂଶବାଦକୁ ପ୍ରସୟ ଦେଇଛି। ବିଜୁ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇଛି। ଯାହାକୁ ନେଇ ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ। କୌଣସି ସମୟରେ ସଂସଦରେ ଓଡ଼ିଶା ଉପରେ କୌଣସି ଦାବି ଉଠାଇନାହାଁନ୍ତି।

ଏହାକୁ ନେଇ ସମ୍ବିତ ପାତ୍ର କହିଛନ୍ତି ଯେ, କେନ୍ଦ୍ରରେ ଏକ ମଜଭୁତ ସରକାର ଆବଶ୍ୟକ। ମୋଦିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ପ୍ରହାର ପକାଯାଇଛି। ଗୋଟିଏ ଅସ୍ଥିର ସରକାର କେବେ ହେଲେ ବି ଭାରତ ବର୍ଷକୁ ଆଗକୁ ନେଇପାରିବ ନାହିଁ। ଓଡ଼ିଶାବାସୀ ଏହି ସମ୍ପର୍କରେ ବହୁତ ଭଲ ଭାବରେ ଜାଣନ୍ତି। ଚଳିତ ବର୍ଷ ନିର୍ବାଚନରେଓଡ଼ିଶା ବାସୀ ମୋଦିଙ୍କ ହାତକୁ ଟାଣ କରିବା ସହ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର।

ସେ ଆହୁରି କହିଛନ୍ତି ଯେ ବିକାଶକୁ ମୁଖ୍ୟ ଅସ୍ତ୍ର କରି ପୁରୀବାସୀଙ୍କ ନିକଟତର ହେବେ। ପୁରୀ ଏକ ସାଧାରଣ ସହର ନୁହେଁ ବରଂ ଅତି ମହତ୍ୱପୂର୍ଣ୍ଣ ସହର। କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ, ଏହାର ଐତିହ୍ୟ ସମ୍ପର୍କରେ କୌଣସି ସ୍ଥାନରେ ଆଲୋଚନ ହେଉନଥିବା ବେଳେ ପୁରୀ ଏକ ଅବହେଳିତ ଭାବରେ ପଡ଼ିରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏହାକୁ ନେଇ ବିଜେଡ଼ି ନେତ୍ରୀ ସୁଲତା ଦେଓ କହିଛନ୍ତି, ବିଜେପିରେ କର୍ମୀମାନେ ହତାଶ ହୋଇପଡିଛନ୍ତି। ବିଜୁ ଜନତା ଦଳ ବିରୁଦ୍ଧରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ରୂପେ ମିଛ। ନିଜ ଦଳ କଥା ପ୍ରଥମେ ଦେଖିବା ଜରୁରୀ, ନିଜ ଦଳକୁ ନେଇ ପ୍ରଥମେ ଠିକ କରନ୍ତୁ। ହତାଶ ହୋଇ ବିଜୁ ଜନତା ଦଳ ଉପରେ ଆକ୍ରମଣ କରିବା ଦ୍ଵାରା ଦଳରେ ମତଭେଦ ହେଉଛି ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତିନିଦଳର ବାକଯୁଦ୍ଧ ଆରମ୍ଭ

ଭୁବନେଶ୍ୱର: କଂଗ୍ରେସ ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛି ବିଜେପି। ଦେଶରେ ଦୃଢ଼ ସରକାର ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଚାହୁଁ ନଥିବା କହିଛି ବିଜେପି। ବିଜୁ ଜନତା ଦଳ କ୍ୟାମ୍ପେନିଂ ଆରମ୍ଭ କରିଛି ନୟାଗଡ଼ରୁ। ଓଡ଼ିଶାରୁ ବିଜେଡ଼ି ଲୋକସଭା ୨୧ରୁ ୨୧ ଟି ଲୋକସଭା ଆସନ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ରରେ ଝୁଲା ସରକାର ହେବ ଯେଉଁ ଥିରେ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବା ସହ କେନ୍ଦ୍ରରେ ଏକ ଦୃଢ଼ ସରକାର ଗଠନକୁ ନେଇ ଚାହୁଁନଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। କିଛି ଦିନ ତଳେ କଂଗ୍ରେସ ର ସାମ୍ ପିତ୍ରୋଡା କହିଥିଲେ, ଏଭଳି ପରିସ୍ଥିତିରେ ପାକିସ୍ତାନ ଉପରକୁ ଆଟାକ୍ କରିବାର ନଥିଲା।  କିଛି ବର୍ଷ ତଳେ ପିତ୍ରୋଡା ବିଜେଡ଼ି ଦଳର ଭିତିରିଆ ସଲାସୁତୁରା କଂଗ୍ରେସ ସହ କମ୍ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି।

ବିଜୁ ଜନତା ଦଳ ବଂଶ ବାଦକୁ ପ୍ରସୟ ଦେଇଛି। ବିଜୁ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇଛି। ଯାହାକୁ ନେଇ ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ। କୌଣସି ସମୟରେ ପାର୍ଲାମେଣ୍ଟରେ ଓଡ଼ିଶା ଉପରେ କୌଣସି ଦାବି ଉଠାଇନାହାଁନ୍ତି।

ଏହାକୁ ନେଇ ସମ୍ବିତ ପାତ୍ର କହିଛନ୍ତି ଯେ, କେନ୍ଦ୍ରରେ ଏକ ମଜଭୁତ ସରକାର ଆବଶ୍ୟକ। ମୋଦିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ପ୍ରହାର ପକାଯାଇଛି। ଗୋଟିଏ ଅସ୍ଥିର ସରକାର କେବେ ହେଲେ ବି ଭାରତ ବର୍ଷକୁ ଆଗକୁ ନେଇପାରିବ ନାହିଁ। ଓଡ଼ିଶାବାସୀ ଏହି ସମ୍ପର୍କରେ ବହୁତ ଭଲ ଭାବରେ ଜାଣନ୍ତି। ଚଳିତ ବର୍ଷ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ବାସୀ ମୋଦିଙ୍କ ହାତକୁ ଟାଣ କରିବା ସହ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର।

ସେ ଆହୁରି କହିଛନ୍ତି ଯେ ବିକାଶ କୁ ମୁଖ୍ୟ ଅସ୍ତ୍ର କରି ପୁରୀ ବାସୀଙ୍କ ନିକଟତର ହେବେ। ପୁରୀ ଏକ ସାଧାରଣ ସହର ନୁହେଁ ବରଂ ଅତି ମହତ୍ୱପୂର୍ଣ୍ଣ ସହର। କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ, ଏହାର ଐତିହ୍ୟ  ସମ୍ପର୍କରେ କୌଣସି ସ୍ଥାନରେ ଆଲୋଚନ ହେଉନଥିବା ବେଳେ ପୁରୀ ଏକ ଅବହେଳିତ ଭାବରେ ପଡ଼ିରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏହାକୁ ନେଇ ବିଜେଡ଼ି ନେତ୍ରୀ ସୁଲତା ଦେଓ କହିଛନ୍ତି,  ବିଜେପିରେ କର୍ମୀମାନେ ହତାଶ ହୋଇପଡିଛନ୍ତି। ବିଜୁ ଜନତା ଦଳ ବିରୁଦ୍ଧରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ରୂପେ ମିଛ। ନିଜ ଦଳ କଥା ପ୍ରଥମେ ଦେଖିବା ଜରୁରୀ, ନିଜ ଦଳକୁ ନେଇ ପ୍ରଥମେ ଠିକ କରନ୍ତୁ।  ହତାଶ ହୋଇ ବିଜୁ ଜନତା ଦଳ ଉପରେ ଆକ୍ରମଣ କରିବା ଦ୍ଵାରା ଦଳରେ ମତଭେଦ ହେଉଛି ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.