ETV Bharat / state

୫ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ

୫ ଜଣ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ। ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କୁ ପିଟିସନ ଦେଲେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 24, 2019, 11:25 AM IST

ଭୁବନେଶ୍ୱର: ୫ ଜଣ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ। ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କୁ ପିଟିସନ ଦେଲେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି। ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି , ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟ , ମୋହନା ବିଧାୟିକା ବାସନ୍ତି ମଳିକ ଏବଂ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ସଭ୍ୟ ପଦ୍ଦ ରଦ୍ଦ ପାଇଁ ପିଟିସନ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏହି ୫ ଜଣ ବିଧାୟକ ଦଳବଦଳ ଯୋଗୁଁ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି ବୋଲି ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି। ସମ୍ବିଧାନର ଦଶମ ପରିଚ୍ଛେଦ ଧାରା ୧୯୧(୨) ଆଧାରରେ ଏମାନଙ୍କ ସଭ୍ୟ ପଦକୁ ରଦ୍ଦ କରାଯାଉ ବୋଲି ଅମର ଶତପଥୀ କହିଛନ୍ତି।

'ସଭ୍ୟ ପଦ ଦାବି ନେଇ ଆଜି ବିଜେଡି ମୁଖ୍ୟ ସଚେତକଙ୍କ ପିଟିସନ ପାଇଛୁ'। ତାକୁ ତର୍ଜମା କରାଯିବ ,ବିଧି ବ୍ୟବସ୍ଥା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ପ୍ରଦୀପ ଅମାତ କହିଛନ୍ତି।

ଭୁବନେଶ୍ୱରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Intro:Body:

୫ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ

ଭୁବନେଶ୍ୱର: ୫ ଜଣ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ। ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କୁ ପିଟିସନ ଦେଲେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥି।  ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି , ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟ , ମୋହନା ବିଧାୟିକା ବାସନ୍ତି ମଳିକ ଏବଂ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ସଭ୍ୟ ପଦ୍ଦ ରଦ୍ଦ ପାଇଁ ପିଟିସନ।

ଏହି ୫ ଜଣ ବିଧାୟକ ଦଳବଦଳ ଯୋଗୁଁ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି ବୋଲି ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥି କରିଛନ୍ତି। ସମ୍ବିଧାନର ଦଶମ ପରିଚ୍ଛେଦ ଧାରା ୧୯୧(୨) ଆଧାରରେ ଏମାନଙ୍କ ସଭ୍ୟ ପଦକୁ ରଦ୍ଦ କରାଯାଉ ବୋଲି ଅମର ଶତପଥୀ କହିଛନ୍ତି।

'ସଭ୍ୟ ପଦ ଦାବି ନେଇ ଆଜି ବିଜେଡି ମୁଖ୍ୟ ସଚେତକଙ୍କ ପିଟିସନ ପାଇଛୁ'।ତାକୁ ତର୍ଜମା କରାଯିବ ,ବିଧି ବ୍ୟବସ୍ଥା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ପ୍ରଦୀପ ଅମାତ କହିଛନ୍ତି।

ଭୁବନେଶ୍ୱରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.