ETV Bharat / state

ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକକୁ ପିସିସି ମୁଖିଆଙ୍କ ସମର୍ଥନ

ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକକୁ ପିସିସି ମୁଖିଆଙ୍କ ସମର୍ଥନ । କଂଗ୍ରେସ କ୍ଷମତାକୁ ଆସିଲେ ଅତି ଗରବ ପରିବାରକୁ ବାର୍ଷିକ 72 ହଜାର ମିଳିବ ବୋଲି କହିଛନ୍ତି ।

author img

By

Published : Mar 26, 2019, 11:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ସୋମବାର ଅଖିଲ ଭାରତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ନିର୍ବାଚନ ସଭାରେ ଗରିବୀ କାର୍ଡ ଖେଳିଥିଲେ । ଯଦି ଦେଶରେ କଂଗ୍ରେସ ସରକାର କ୍ଷମତାକୁ ଆସେ ତାହେଲେ ଦେଶର ସମସ୍ତ ଗରିବ ପରିବାରକୁ ମାସକୁ 6 ହଜାର ଅର୍ଥାତବାର୍ଷିକ 72 ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ଘୋଷଣାକୁ ରାଜ୍ୟ କଂଗ୍ରେସ ଯୋରଦାର ପ୍ରଚାର ପ୍ରସାର କରିବାରେ ଲାଗିପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖି କହିଛନ୍ତି ଏହା ଦ୍ବରା ଓଡିଶା, ଝାଡଖଣ୍ଡଓ ଛତିଶଗଡ ଭଳି ରାଜ୍ୟ ଲାଭାନ୍ବିତ ହେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶି ସାହୁ, ଇଟିଭି ଭାରତ

Intro:() ଗତକାଲି ରାହୁଲ ଗାନ୍ଧୀ ଦେଶର ସବୁ ଗରିବ ପରିବାରକୁ ମାସିକ 6 ହଜାର ଟଙ୍କା ପ୍ରଦାନ ନେଇବଘୋଷଣ କରିବା ପରେ ଏବେ ଏହାକୁ ନେଇ ପ୍ରଚାର ପ୍ରସାର କରିଛି ଓଡିଶା କଂଗ୍ରେସ। ପ୍ରତି ଗରିବ ପରିବାରକୁ ବର୍ଷକୁ 72 ହଜାର ଟଙ୍କା ଦେବାର ବ୍ୟବସ୍ଥା କରାଯିବ ଯଦି କଂଗ୍ରେସ ସରକାର ଗଠନ କରେ ବୋଲି ସେ କହିଛିନ୍ତି। ଓଡିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଏଥିରୁ ଓଡିଶା ବେଶ ଲାଭବାନ ହେବେ। ନିର୍ବାଚନରେ ଏହାର ପ୍ରଭାବ ରହିବ।

Body:ବାଇଟ- ନିରଂଜନ ପଟ୍ଟନାୟକ, ପିଇସିସ ସଭାପତି

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.