ETV Bharat / state

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ବୁଧବାର ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ 'www.ojee.nic.in'କୁ ଯାଇ ରେଜଲ୍ଟ ଦେଖିପାରିବେ।

author img

By

Published : Jun 19, 2019, 3:54 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୁଧବାର ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉଭୟ ଅନଲାଇନ୍ ଓ ଅଫ ଲାଇନ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷାର୍ଥୀ 'www.ojee.nic.in'କୁ ଯାଇ ରେଜଲ୍ଟ ଦେଖିପାରିବେ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଏମବିଏରେ ପ୍ରଦୀପ କୁମାର କାମ୍ପା, ଏମସିଏରେ ସ୍ମିତାରାଣୀ ଚୌଧୁରୀ, ଏମ.ଟେକରେ ପ୍ରଦୀପ ବାରିକ, ଇଣ୍ଟିଗ୍ରେଟେଡ ଏମବିଏରେ ସ୍ୱୀକୃତି ମହାପାତ୍ର , ଏମ.ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ, ଏମ.ଫାର୍ମରେ ସମୀର ପାଢ଼ୀ ଟପର ହୋଇଛନ୍ତି ।

ଚଳିତ ବର୍ଷ ଅଫ ଲାଇନରେ 25 ହଜାର 731 ଜଣ ଓ ଅନ ଲାଇନ୍ ରେ 13 ହଜାର 918 ଜଣ ପରୀକ୍ଷା ଦେଇଛନ୍ତି। ତେବେ ଆସନ୍ତାକାଲି(ଗୁରୁବାର) ଠାରୁ ମେଡିକାଲ୍ ଓ ଇଞ୍ଜିନିୟରିଂ ପାଇଁ ପଞ୍ଜିକରଣ ଆରମ୍ଭ ହେଉଛି।

ସୂଚନା ଯୋଗ୍ୟ ଯେ ଏମବିଏ, ଏମସି ଏ , ଏମ୍ ଟେକ୍, ଏମ୍ ମାର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମ ଓ ଲାଟେରାଲ୍ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମ ଲେଖା ଲାଗି ଗତ ୮ ଓ ୯ ତାରିଖ ରେ ପ୍ରଥମ ଥର ଲାଗି ଅନ ଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.