ETV Bharat / state

ନିରାଶ କଲା କେନ୍ଦ୍ର, ଓଡିଶାକୁ ମିଳିବନି ସ୍ବତନ୍ତ୍ର ରାଜ୍ୟ ପାହ୍ୟା

author img

By

Published : Jul 15, 2019, 10:30 PM IST

ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଦାବି କରି ନିରାଶ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଣି ଥରେ ନିରାଶ କଲା କେନ୍ଦ୍ର । ଓଡିଶାକୁ ମିଳିବନି ସ୍ବତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର । ନବରଙ୍ଗପୁର ସାଂସଦ ରମେଶ ମାଝି ଏନେଇ ସଂସଦରେ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।

anurag thakur, odisha, special state status, ଭୁବନେଶ୍ବର, ଓଡିଶା, ସ୍ବତନ୍ତ୍ର ରାଜ୍ୟପାହ୍ୟା
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ ନାହିଁ । ଏଥିସହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଢାଞ୍ଚାରେ ମଧ୍ୟ ରାଜ୍ୟକୁ ଆର୍ଥିକ ସହାୟତା ମିଳିବ ନାହିଁ । ତେଣେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ପରେ ସାଧାରଣ ବର୍ଗର ରାଜ୍ୟ ଏବଂ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ତଫାତ ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଓଡିଶା କୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ।ଆଜି ଏନେଇ କେନ୍ଦ୍ର ପୁଣି ଥରେ ସ୍ପଟିକରଣ ରଖିଛି ।ନବରଙ୍ଗପୁର ସାଂସଦ ରମେଶ ମାଝି ପଚାରିଥିବା ପ୍ରଶ୍ନ ର
ଉତ୍ତର ରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର Body:।ମନ୍ତ୍ରୀ କହିଛନ୍ତି ଯେ , ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ, ଅଣତାରକା ପ୍ରଶ୍ନର ଉତ୍ତରରେ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଲେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ କି 'ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଢାଞ୍ଚାରେ ଆର୍ଥିକ ସହାୟତା ମିଳିବ ନାହିଁ ବୋଲି ସ୍ପଟିକରଣ ଦେଇଛନ୍ତି ।Conclusion:ଚତୁୁଦର୍ଶ ଅର୍ଥ କମିଶନ ଙ୍କ ସୁପାରିଶ ପରେ ସାଧାରଣ ବର୍ଗଗ ରାଜ୍ୟ ଏବଂ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟ ରେ କୈଣସି ପ୍ରଭେଦ ନାହିଁ ବୋଲି ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.